ଆଜି ଉଭୟଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ସହାୟତାର ହାତ ବଢାଇଲେ – ମନ୍ତ୍ରୀ ଅରୁଣ ସାହୁ

ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର ) ନୟାଗଡ଼ :- କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ସଡକ ଦୁର୍ଘଟଣାରେ ଜୀବନ ହରାଇଥିବା ପରିବାରଙ୍କ ନିକଟରେ ପହଞ୍ଚି ପରିବାରଵର୍ଗ ଙ୍କୁ ଆଶ୍ୱାସନା ଦେବା ସହ ସହାୟତା ରାଶି ପ୍ରଦାନ କରିଛନ୍ତି ।

ସୂଚନା ଥାଉ କି ଗତ ମାସ ୨୮ ତାରିଖ ଦିନ ବାଲୁଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କ୍ରୀଦାଶପୁରର ମେଘା ସେଠୀ ଏବଂ ଶରଧାପୁରର ଶତ୍ରୁଘ୍ନ ସାହୁ ପ୍ରାଣ ହରାଇଥିଲେ । ଆଜି ଉଭୟଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଗଲା ।

Exit mobile version