ଶିକ୍ଷକ ସଂଘପକ୍ଷରୁ ନୂତନ ଭାବେ ଯୋଗଦାନ – ବ୍ଳକଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ରତ୍ନାକର ପାଣି  ଓ ABEO ଶ୍ରୀ ଗୋପାଳଚନ୍ଦ୍ର ବେହେରା  

ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର )ରଣପୁର /ଅଭିମନ୍ୟୁ :- ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି. ରେ ,ଶିକ୍ଷକ ସଂଘପକ୍ଷରୁ ନୂତନ ଭାବେ ଯୋଗଦାନ କରିଥିବା ବ୍ଳକଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ରତ୍ନାକର ପାଣି  ଓ ABEO ଶ୍ରୀ ଗୋପାଳଚନ୍ଦ୍ର ବେହେରା ଓ ଶ୍ରୀମତୀ ଶାନ୍ତିଲତା ଦେଇ ।

ABEO ସଞ୍ଜୟ କୁମାର ମଲ୍ଲିକ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘରେ ସଭାପତି ଜ୍ୟୋତି ରଞ୍ଜନ ଦାଶ, ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘରେ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ଜଗନ୍ନାଥ ଦାଶ, ପ୍ରକାଶ ଚନ୍ଦ୍ର ମିଶ୍ର, ମନୋଜ ବିଶ୍ୱାଳ ଏବଂ ଅଫିସର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ଅଫିସ କର୍ମଚାରୀମାନେ ମଧ୍ୟ ସ୍ୱାଗତ ଜଣାଇ ଥିଲେ l

Exit mobile version