ଆସିକା ଠାରେ ୧୦୮ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନ୍ତିମ ଦିବସ

ଆସ୍କା (ଓଡିଶା ତାଜା ନିଉଜ) ଆସିକା, ପ୍ରତିନିଧି ସୁକାନ୍ତ କୁମାର ବେହେରା ତା-୦୧/୦୨/୨୦୨୦,ଆସିକା ଠାରେ ୧୦୮ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନ୍ତିମ ଦିବସ ର ବିଶାଳ ଜନଜାଗରଣ ଓ ଦେବ ଦମ୍ପତି ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମାନ୍ୟବର ବିଧାୟିକା ଆସ୍କା ଏବଂ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗଦେଇଛନ୍ତି।ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର କର୍ମକର୍ତ୍ତା ଓ ଭକ୍ତଗଣ ମାନେ ଉପସ୍ଥିତ ଥିଲେ।

Exit mobile version