ଇନ୍ଦୁପୁର ଏବଂ ଧୁମାତ ହାଇସ୍କୁଲରର ୧୯୮୭ ବ୍ୟାଚ୍ ପୁରାତନ ଛାତ୍ର ମହାମିଳନ

ଓଡ଼ିଶା ତାଜା ନ୍ୟୁଜ (୧ ଫେବୃଆରୀ, ସୋମବାର ) କେନ୍ଦ୍ରାପଡ଼ା :- ଇନ୍ଦୁପୁର ସ୍ଥିତ ଚଣ୍ଡୀ ମନ୍ଦିର ନିକଟସ୍ଥ ବ୍ରାହ୍ମଣୀ ଏବଂ ବିରୂପା ନଦୀର ମିଳନସ୍ଥଳୀ ନିକଟରେ ଇନ୍ଦୁପୁର ସରକାରୀ ହାଇସ୍କୁଲ ଏବଂ ରାଧାଗୋବିନ୍ଦ ବିଦ୍ୟା ପୀଠର ୧୯୮୭ ବ୍ୟାଚ୍ଛାତ୍ର ମାନଙ୍କର ମହାମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ମହାମିଳନରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ବନ୍ଧୁମାନେ ଯୋଗ ଦେଇଥିଲେ । ଅନେକ ବନ୍ଧୁ ନିଜ ନିଜ କ୍ଷେତ୍ରରେ ବେସ୍ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଏହି ବନ୍ଧୁ ମିଳନ ପର୍ବ ଇନ୍ଦୁପୁର ଅଞ୍ଚଳରେ ବେସ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ମହାମିଳନରେ ପ୍ରଦିପ୍ତ ବୋଷ , ଅଜୟ ଜେନା , ଆଲୋକ ଧଳ , ବିଭୁ ପ୍ରସାଦ ଦାସ , ମିହିର ରାଉତ , ବ୍ରଜ ରଞ୍ଜନ ଦାଶ , ଅରବିନ୍ଦ ରାୟ , ଡାକ୍ତର ଦେବ ପ୍ରସାଦ ପଣ୍ଡା , ନାରାୟଣ ମଲିକ , ବିଭୁ ପ୍ରସାଦ ନାୟକ (ବ୍ଯଙ୍ଗକବି ଧର୍ମଛଡା) , ଦିଲ୍ଲୀପ ଜେନା , ଅବଧୂତ ପ୍ରଧାନ , ପ୍ରଭାକର ମଲିକ , ଡକ୍ଟର ପ୍ରକାଶ କୁମାର , ଡି ରାଜା ରାଓ , ସଞ୍ଜିବ ପରିଡ଼ା , ପ୍ରଭଦତ୍ତ ସାମଲ , ପ୍ରଭାତ ସାହୁ , ରଞ୍ଜନ କୁମାର ପରିଡ଼ା , ସଞ୍ଜୟ ସାହୁ , ରଞ୍ଜନ ମଲିକ , ଡକ୍ଟର ପ୍ରଦୀପ୍ତ ପତି , ଶୈଳେନ୍ଦୁ ସାହୁ , ବସନ୍ତ ପୃଷ୍ଟି ,

ଡାକ୍ତର ରଶ୍ମି ରଞ୍ଜନ ସାହୁ , ରତ୍ନାକର ସାହୁ , ଦୋଲାଶିଷ ଗୁପ୍ତା , ରାଜକିଶୋର ସ୍ବାଇଁ , ସୁରେନ୍ଦ୍ର ବିଶ୍ବାଳ , ସୁଧୀର ରାଉତ , ଅଶୋକ ଓଝା , ସନତ ଜେନା , ପ୍ରସାନ୍ତ ମଲିକ , ଶ୍ରୀଧର ମଲିକ , ଶଙ୍କର୍ଷଣ ରଣା , ପ୍ରସାନ୍ତ ଦାସ , ପ୍ରୀୟ ରଞ୍ଜନ ଜେନା , ପ୍ରବୋଧ ମହାରଣା ଏବଂ ମେଘନାଦ ସ୍ବାଇଁ ପ୍ରମୁଖ ଯୋଗଦେଇ ଛାତ୍ର ଦିନର ସ୍ମୃତି ଚାରଣ କରିବା ସହିତ ଇନ୍ଦୁପୁର ଓ ଧୂମାତ ସ୍କୁଲ ଭିତରେ ଥିବା ଭାଇଚାରାର ବାର୍ତ୍ତା ବାଣ୍ଟିଥିଲେ । 

Exit mobile version