ରାଜନଗର ବ୍ଲକର ପୁର୍ବତନ ଥାନା ଅଧିକାରୀଙ୍କ – ପଦୋନିତତୀ 

ଓଡ଼ିଶା ତାଜା ନ୍ୟୁଜ (୩୧ ଜାନୁଆରି,ରବିବାର) ରାଜନଗର :ଡିଏ ସ ପି ଶ୍ରୀ ଅଭିନଵ ଡ଼ାଳୁଆ ଙ୍କ ପଦୋନିତୀ ପାଇ ଥିବାରୁ ରାଜନଗର ବ୍ଲକର ଅନେକ ଲୋକେ ଦୀର୍ଘ 5ବର୍ଷ ତଳେ ରାଜନଗର ଥାନା ଅଧିକାରୀ ଭାବେ ଯୋଗଦାନ ସମୟରେ ଅନେକ ଅସାଧୁ ଓ ଅରାଜକତା, ବେପରୁଆ, ରାଜନେତା ଙ୍କୁ ଠିକଣା ବାଟଦେଖାଇ ଥିବା ପ୍ରଥମ ବ୍ୟକ୍ତିତ୍ୱ ବୋଲି ରାଜନଗର ମାଟିରେ ଇତିହାସ ରେ ଲିପିବଦ୍ଧ ହୋଇରହିଗଲା ଭଳି ଆଜିବି ରାଜନଗର ଜନସାଧାରଣ ଙ୍କ ମନରେ ଉଙ୍କି ମାରେ ତେବେ ଏନେଇ ଡ଼ଃ ଗୋବିନ୍ଦ ଚନ୍ଦ୍ର ଦାସ,

ସିଲୁ ପ୍ରଦୁମ୍ନ କିଶୋର ସାହୁ, ସଂଗ୍ରାମ କେଶରୀ ସେଠୀ, ରାଜନଗର ବ୍ଲକ ପ୍ରେସ ପାୱାର କ୍ଲବ ସଭାପତି ଶ୍ରୀ ବିଜୟ କୁମାର ବଳ, ରାଜନଗର ଅଂଚଳ ର ଜଣାଶୁଣା ସମାଜ ସେବୀ ଶ୍ରୀ କୈଳାସ ଚନ୍ଦ୍ର ମହାନ୍ତି, ଙ୍କ ସମେତ ଅନେକ ବିଶିଷ୍ଟ ଲୋକମାନେ ଆନ୍ତରିକତା ଶୁଭେଚ୍ଛା ହୋଇଛନ୍ତି,(କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)

Exit mobile version