ଓଡ଼ିଶା ସଚିବାଳୟ ସାମ୍ବାଦିକ ସଂଘ କର୍ମକର୍ତା ନିର୍ବାଚନ : ଡ଼ଃ. ଜୀମୂତ ମଙ୍ଗରାଜ ସଭାପତି – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଜାନୁଆରି, ଶୁକ୍ରବାର ) ଭୁବନେଶ୍ୱର :- ଓଡ଼ିଶା ସଚିବାଳୟ ସାମ୍ବାଦିକ ସଂଘର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠସାମ୍ବାଦିକ ହୃଷିକେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ସର୍ବସମ୍ମତ କ୍ରମେ କର୍ମକର୍ତା ନିର୍ବାଚନ ହୋଇଥିଲା । ଏଥିରେ ସଭାପତି ଭାବେ ଡ଼ଃ. ଜୀମୂତ ମଙ୍ଗରାଜ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ବିରୁପାକ୍ଷ ତ୍ରୀପାଠି, ହୃଷିକେଶ ମହାନ୍ତି, ରାଧାମାଧବ ମିଶ୍ର, ରମେଶ ସ୍ୱାଇଁ, ହଳଧରଧୀର, ସଂଜୟ ପ୍ରଧାନ, ବଳଭଦ୍ର ଦାଶ, ଧିରେନ୍ ସ୍ୱାଇଁ, ଅଜିତ୍ ଦାଶ, ଦେବନ୍ଦ୍ର ସୁଆର, ଭବାନୀ ତ୍ରୀପାଠି,ପ୍ରତାପ ସାମଲ, ଅଜୟ ଦାଶ, ଶାରଦା ଦେବତା, ହିମାଂଶୁ ସିଂ, ଜିତେନ୍ଦ୍ର ପଟ୍ଟନାୟକ, ଜୟଦେବ ବେହେରା,ରୀନା ଗଡ଼ନାୟକ, ଯଯାତି ମହାନ୍ତି, ଉପସଭାପତି ହରେକୃଷ୍ଣ ଚୌଧୁରି, ଅଜୟ ଦାସ, ସଂଜୀବ ପଟ୍ଟନାୟକ, ଚିତ ପଟ୍ଟନାୟକ, ସୁରେଶ କର ମନୋନୀତ ହୋଇଛନ୍ତି ।

ସାଧାରଣ ସଂପାଦକ ଭାବେ ବିଜୟ ପରିଡ଼ା ନିର୍ବାଚିତ ହୋଇଥିବା ବେଳେ ଅଫିସ୍‌ସମ୍ପାଦକ ବଳଭଦ୍ର ନନ୍ଦ ଓ ଅଜିତ୍ ନାୟକ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ସେହିପରି କିଶୋର ରଥ, ହରିହର ଚାନ୍ଦ, ସୁବୋଧ କାନୁନ୍‌ଗୋ, ବିମଳ ଦାସ, କୈଳାସ ପରିଡ଼ା, ସ୍ମରଜିତ୍ ଆର୍ଯ୍ୟ, କିଶୋର ମଂଗରାଜ, ଗଜେନ୍ଦ୍ର ବେହେରା, ମାନସ ମିଶ୍ର, ବରେନ୍ଦ୍ର କୃଷ୍ଣ ସାହୁ, ଶିବାନନ୍ଦ ଦାଶ, ଆଶିଷ ନାୟକ,ଦୁଷମନ୍ତ ପଣ୍ଡା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି କାର୍ଯ୍ୟ ନିର୍ବାହି ସଭ୍ୟ ଭାବେ ଅଭିମନ୍ୟୁ ମହାରଣା,ମନୋଜ ସ୍ୱାଇଁ, ବିନୋଦ ନାୟକ, କପିଳେନ୍ଦ୍ର ପ୍ରଧାନ, ପ୍ରକାଶ ପଟ୍ଟନାୟକ, ଉମେଶ ସାମନ୍ତରାୟ, ଉମେଶ ମହାନ୍ତି, ଅରବିନ୍ଦ କୁଅଁର, ପ୍ରିୟଙ୍କା ପରିଡ଼ା, ଅରବିନ୍ଦ ମହାପାତ୍ର, ଜାମିନୀ ମିଶ୍ର, ଶୁଭେନ୍ଦୁ କାନୁନ୍‌ ଗୋ,ସମ୍ବିତ୍ ମହାନ୍ତି, ହୃଷିକେଶ ଗୌଡ଼, ଆଲୋକ ତ୍ରିପାଠୀ, କୃଷ୍ଣଚନ୍ଦ୍ର ମହାରଣା ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଏହି ବୈଠକରେ ଦୁଇ ଶହରୁ ଅଧିକ ସଭ୍ୟ ଯୋଗ ଦେଇଥିଲେ ।

 

Exit mobile version