ବଡ଼ଚଣା ଦୁର୍ଗା ମଣ୍ଡପ ଠାରେ ସାଧାରଣ ତନ୍ତ୍ର ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ବଡ଼ଚଣା :- ବଡ଼ଚଣା ଦୁର୍ଗା ମଣ୍ଡପ ଠାରେ ୭୨ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି । ଆଜି ସକାଳ ୯ଘଟିକା ସମୟରେ ସମାଜସେବୀ ତଥା ବିଜୁଜନତା ଦଳର ସାଧାରଣ ସମ୍ପାଦିକା ଶ୍ରୀମତୀ ମନୋରମା ଆଚାର୍ଯ୍ୟ ପତକା ଉତ୍ତୋଳନ କରଯାଇଥିଲା ।

ଶ୍ରୀ ଆଚାର୍ଯ୍ୟ ଙ୍କ ସହ ସ୍ଥାନୀୟ ବାସୀନ୍ଦା ତଥା ବରିଷ୍ଠସାମ୍ବାଦିକ , ବିଦ୍ୟାଳୟ ର ଶିକ୍ଷକ ଙ୍କ ସହ ସ୍ଥାନୀୟ ମହିଳା ନେତ୍ରୀ ବୃନ୍ଦ ମଧ୍ୟ ପତକା ଉତ୍ତୋଳନରେ ଯୋଗ ଦେଇଥିଲେ । ( ରିପୋର୍ଟ – ବିକାଶ ସାହୁ )

Exit mobile version