ଜାଣନ୍ତୁ ଆଜିର ରାଶିଫଳ – (୨୬ ଜାନୁଆରି, ମଙ୍ଗଳବାର)

ତିଥି ଓ ପର୍ବ-ଦିବସ : ମଙ୍ଗଳବାର ପୌଷ ଶୁକ୍ଳ ତ୍ରୟୋଦଶୀ ରାତ୍ରି ୦୧:୧୧:୩୬ ଗତେ ଚତୁର୍ଦ୍ଦଶୀ ତିଥି। ମିଥୁନଚନ୍ଦ୍ର ଅହୋରାତ୍ର। ଆର୍ଦ୍ରା ରାତ୍ରି ୦୩:୧୦:୫୯ ଗତେ ପୁନର୍ବସୁ ନକ୍ଷତ୍ର। ଭୌମ ପ୍ରଦୋଷ ବ୍ରତ। ଶ୍ରୀଶ୍ରୀଠାକୁରଙ୍କର ୫୩ତମ ମହାପ୍ରୟାଣ ଦିବସ। ସାଧାରଣତନ୍ତ୍ର ଦିବସ (ତା୨୬-୦୧-୧୯୫୦), ଅନ୍ତର୍ଜାତୀୟ ସୀମା ଶୁଳ୍କ ଦିବସ। ତ୍ରୟୋଦଶୀ ତିଥିରେ ବାଇଗଣ ଏବଂ ରାତ୍ରି ୦୧:୧୧:୩୬ ଗତେ ଚତୁର୍ଦ୍ଦଶୀ ତିଥିରେ ବିରି ଓ ତୈଳ ଭକ୍ଷଣ ନିଷେଧ ।
Related Content
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ - ଅନୁଷ୍ଠିତ
by
Proprietor Abhimanyu Maharana
May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ - ପୁଲିସର ଛାନଭିନ
by
Proprietor Abhimanyu Maharana
May 5, 2026
ହାଇଟେକ୍ର ଆଲାଏଡ୍ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ - ଡକ୍ଟର ତିରୁପତି ପାଣିଗ୍ରାହୀ
by
Proprietor Abhimanyu Maharana
May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ - ମୁଁ ଇସ୍ତଫା ଦେବି ନାହିଁ - ଦିଦି
by
Proprietor Abhimanyu Maharana
May 5, 2026
ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..? - ମହାସଂଘ
by
Proprietor Abhimanyu Maharana
May 5, 2026
ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା - ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ
by
Proprietor Abhimanyu Maharana
May 5, 2026