ଚଢେୟା ପଲ୍ଲୀ ରେ ବ୍ୟାଙ୍କ୍ ଓ ଏଟିଏମ୍ ଖୋଲିବା ନେଇ ଦଶପଲ୍ଲା ବିଧାୟକ ଙ୍କ ବ୍ୟାଙ୍କ ଅଧିକାରୀ ଙ୍କ ସହ ଆଲୋଚନା

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ଦଶପଲ୍ଲା :- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଚ ଢେୟା ପଲ୍ଲୀ ଠାରେ ଅଞ୍ଚଳ ବାସୀ ଙ୍କୁ ବ୍ୟାଙ୍କ୍ ସେବା ଯୋଗାଣ ଉପରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଗୁରୁତ୍ୱାରୋପ କରିଛନ୍ତି ।

ଚଢେୟା ପଲ୍ଲୀ ଠାରେ ୟୁନିଅନ ବ୍ୟାଙ୍କ୍ ଏବଂ ଏଟିଏମ୍ ଖୋଲିବା ନେଇ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଚଢେୟା ପଲ୍ଲୀ ଯାଇ କ୍ଷେତ୍ର ପରିଦର୍ଶନ କରିବା ସହ ବ୍ୟାଙ୍କ୍ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । (ଦଶପଲ୍ଲା /ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )

Exit mobile version