କେନ୍ଦ୍ରୀୟ ସଂସ୍କୃତ ବିଶ୍ଵ ବିଦ୍ୟାଳୟ ର ସଦାଶିବ ପରିସର , ନିର୍ମାଲ୍ୟ ଓ ସମର୍ପଣ ର ମିଳିତ ମିଳିତ ସହଯୋଗ ରେ ଅନୁଷ୍ଠିତ – ରକ୍ତଦାନ ଶିବିର
ଓଡିଶା ତାଜା ନ୍ୟୁଜ୍ (୨୩ ଜାନୁଆରୀ,ଶନିବାର ) ପୁରୀ :- ଏକ ବିକାଶଶୀଳ ଭାରତ ବର୍ଷ ପାଈଁ ଏବେ ବି ନେତାଜୀ ସୁବାଷ ବୋଷ , ଦେଶ ପାଈଁ ସର୍ବଶ୍ରେଷ୍ଠ ଆବଶ୍ୟକତା ବୋଲି କହିଛନ୍ତି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ର କୁଳପତି ପ୍ର. ଡ଼ଃ. ହରିହର ହୋତା । ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନିର୍ମାଲ୍ୟ ପକ୍ଷରୁ ଆୟୋଜିତ ରକ୍ତଦାନ ଓ ପରାକର୍ମ ଦିବସ କୁ ଉଦଘାଟନ କରି ପ୍ର. ଶ୍ରୀ ହୋତା , ମାନବିକ ମୂଲ୍ୟବୋଧ ତଥା ଦେଶାତ୍ମକ ବୋଧ ପାଈଁ ବିଶ୍ଵ କୁ ପରାକ୍ରମଦେଖାଇଥିବା ନେତାଜୀ ଙ୍କ ସ୍ମୃତି ଚାରଣ କରିଥିଲେ । କେନ୍ଦ୍ରୀୟ ସଂସ୍କୃତ ବିଶ୍ଵ ବିଦ୍ୟାଳୟ ,
