ହିନ୍ଦୋଳ ଅତିରିକ୍ତ ତହସିଲଦାରଙ୍କ ଚଢ଼ାଉରେ ୩ଟି ବେଆଇନ ବାଲି ବୋଝେଇ ଟ୍ରକ ଜବତ – ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୨୨ ଜାନୁଆରି ୨୦୨୧, ଶୁକ୍ରବାର ) ଢେଙ୍କାନାଳ:- ଜିଲ୍ଲା ହିନ୍ଦୋଳ ତହସିଲ ଅଞ୍ଚଳରେ ଦୀର୍ଘଦିନ ଧରି ଚୋରା ବେପାରୀମାନେ ଆଖିବୁଜା ବେଆଇନ ଖଣିଜ ପଦାର୍ଥ,ବାଲି ଚୋରା ଚାଲାଣ ଜାରି ରଖିଥିଲେ। ହିନ୍ଦୋଳ ତହସିଲଦାର ଅଜୟ କୁମାର ମଲ୍ଲିକ ଏବେ ବଦଳିରେ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର

ଶ୍ରୀ ରାମ ଗୋବିନ୍ଦ ପଣ୍ଡା ଆଜି ନିଜ କର୍ମଚାରୀମାନଙ୍କ ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ବଡମ୍ବା ନରସିଂହପୁର ଆଡୁ ଆସୁଥିବା ତିନୋଟି ବେଆଇନ ବାଲି ବୋଝେଇ ଟ୍ରକ ଜବତ କରାଯାଇଛିା (ରିପୋର୍ଟ, ଅମର ରଞ୍ଜନ ଦାସ)

Exit mobile version