ଶ୍ରୀରାମ ମନ୍ଦିର ପାଇଁ ଲାଇଲାଇ ପଂଚାୟତ ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ (୨୧ ଜାନୁଆରୀ ଗୁରୁବାର)ରାୟଗଡ଼ :- ଗଜପତିରାୟଗଡ ବ୍ଲକ ଅଧିନସ୍ତ ଲାଇଲାଇ ପଂଚାୟତ ପକ୍ଷରୁ ଆଜି ତିଲି, ଜାମତାରାଙ୍ଗ, କୁରୁଡ଼ା, ଲାଇଲାଇ ଠାରେ ସୁବାଷ ଚନ୍ଦ୍ର କାର୍ଜୀ ଙ୍କ ଦ୍ୱରା ଏହି କାର୍ଯ୍ୟକ୍ରମ ଶ୍ରୀରାମ ମନ୍ଦିର ନିର୍ମାଣ ସକାଶେ ନିଧି ସଂଗ୍ରହ ଶୁଭା ରମ୍ବ ହୋଇଥିଲା ଏଥିରେ ପ୍ରତ୍ୟକ ସାହି ଘର ମାନଂକରୁ ନିଧି ସଂଗ୍ରହ ହୋଇଥିଲା

ଏହିକାର୍ଯ୍ୟକ୍ରମ ! କେଶବ ଭୂୟାଁ,ବୁଦ୍ଧିୟା ଶବର , ଶ୍ରେଷ୍ଠ ଶବର, ସିପ୍ରା ଶବର, ଅରୁଣ ଶବର, ସଞ୍ଜୟ ଶବର, ପ୍ରଫୁଲ ଶବର, ବାଲ୍ମୀକି ଶବର,ସାରଥୀ ଶବର, ହରିଚନ୍ଦ୍ର ଶବର, କୃଷ୍ଣ ଚନ୍ଦ୍ର ଶବର, ତ୍ରିନାଥ ଶବର,ଶ୍ୟାମ ସୁନ୍ଦର ଶବର ପ୍ରମୁଖ ସହଯୋଗ କରିଥିଲେ lରାୟଗଡ ଗଜପତି     (ରିପୋର୍ଟ ସଞ୍ଜୀବ କୁମାର ପାଣି)

Exit mobile version