ଏକ ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ବର୍ଷରେ ନମ୍ବର- ୧ମୁଖ୍ୟମନ୍ତ୍ରୀ ଭାବେ ବିବେଚତ ହୋଇଥିବା ଜଗୁଁ ପାରଳଖେମୁଣ୍ଡିରେ – ବିଜେଡି ର ଶୋଭା ଯାତ୍ରା

ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର )ପାରଳାଖେମୁଣ୍ଡି :- ଏକ ସର୍ଭେରେ ଓଡ଼ିଶାର ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ସାରା ଭାରତ ବର୍ଷରେ ସମସ୍ତ ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରେ ନମ୍ବର-୧ ମୁଖ୍ୟମନ୍ତ୍ରୀ ଭାବେବିବେଚିତ ହେବା ପରେ ଗଜପତି ଜିଲ୍ଲାର ବିଜେଡ଼ି ଦଳରକର୍ମୀ ଓ ନେତାମାନଙ୍କ ମଧ୍ୟରେ ଏକ ପ୍ରକାର ଆନନ୍ଦର ଲହରି ଲହରି ଖେଳାଇ ଦେଇଛି l

ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ବରିଷ୍ଠ ବିଜେଡି ନେତା ବସନ୍ତ ଦାସ, ଯୁବ ବିଜେଡି ଜିଲ୍ଲା ସଭାପତି ଏସ.ଲିଙ୍ଗରାଜ, ସାଧାରଣସମ୍ପାଦକ ଲକ୍ଷ୍ମୀକାନ୍ତ ପରିଛା, ଏନ୍.ସଙ୍କିରି ଓ ନଗର ବିଜେଡ଼ିର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁଙ୍କ ନେତୃତ୍ବରେ ବିଜେଡି ଦଳର ଏକ ଶୋଭା ଯାତ୍ରାବାହାରି ସହର ପରିକ୍ରମା କରିଥିଲେ  (ପାରଳାଖେମୁଣ୍ଡି/ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version