ବୁଗୁଡା ଷ୍ଟାଡିୟମ ମାଳିଝୋଳା କ୍ରିକେଟ ଟୁର୍ଣ୍ଣାମେଂଣ୍ଟ ଅନ୍ତିମ ଦିନ

ପୋଲସରା (ଓଡିଶା ତାଜା ନିଉଜ) ବୁଗୁଡା ତା-୨୮/୦୧/୨୦୨୦ – ବୁଗୁଡା ଷ୍ଟାଡିୟମ ଠାରେ ମାଳିଝୋଳା କ୍ରିକେଟ ଟୁର୍ଣ୍ଣାମେଂଣ୍ଟ ର ଅନ୍ତିମ ଦିବସରେ ମାନ୍ୟବର ବିଧାୟକ

ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରିକେଟ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଛନ୍ତି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଖେଳାଳି ମାନେ ଉପସ୍ଥିତ ଥିଲେ । ରିପୋଟର ସୁକାନ୍ତ କୁମାର ବେହେରା ।

Exit mobile version