।। ଓଡ଼ଗାଁରେ ଶୈକ୍ଷିକ ଓ ଛାତ୍ରୀ ନିବାସ ର ଭିତ୍ତିପ୍ରସ୍ଥ ଉଦଘାଟନ କଲେ – ମନ୍ତ୍ରୀ ଡଃ. ଅରୁଣ ସାହୁ ।।

ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର ) ଓଡ଼ଗାଁ :- ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ସୁବିଧା ପାଇଁ ଆଜି କଲେଜ ପରିସରରେ ଛାତ୍ରୀ ନିବାସ ଓ ଶୈକ୍ଷିକ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଶିକ୍ଷାକ୍ଷେତ୍ର ରେ ଛାତ୍ର ଛାତ୍ରୀ ମାନଙ୍କ ପାଈଁ ଉପକୂଳ ପରିବେଶ ଛାତ୍ରୀ ନିବାସ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ୩ କୋଟି ରୁ ଉର୍ଦ୍ଧ ଟଙ୍କାର ଭିତ୍ତି ପ୍ରସ୍ଥର ସ୍ଥାପନ ମାନ୍ୟବର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ।

ଏହି କାର୍ଯ୍ୟକ୍ରମ ରେ ନୟାଗଡ ଜିଲ୍ଲାପାଳ ଡଃ ପୋମା ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ୧ନଂ ଜିଲ୍ଲାପରିଷଦ ଲୋକନାଥ ସାହୁ,୨ନଂ ଜିଲ୍ଲାପରିଷଦ ବିଭୁ ପ୍ରସାଦ ସାହୁ ଓ କଲେଜର ଅଧ୍ୟକ୍ଷ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ‌।(ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version