ଏଇ ପିଲାଟି ଯାଜପୁର ଷ୍ଟେସନରୁ ମିଳିଛି

ଯୋଗାଯୋଗ – ୮୩୨୭୭୦୯୨୬୪

ଯାଜପୁର, ସୁକିନ୍ଦା (ଓଡିଶା ତାଜା ନିଉଜ) ସୁକିନ୍ଦା 28.1.2020 ରିପୋର୍ଟ – ଏଇ ପିଲାଟି ଯାଜପୁର ଷ୍ଟେସନରୁ ମିଳିଛି।ଏବେ ସୁକିନ୍ଦା ଥାନାରେ ଅଛି। ତାର ନାଁ ସିପୁ ପ୍ରଧାନ ବୋଲି କହୁଛି ଏବଂ ବାପାଙ୍କ ନାମ ଭଂଜ ପ୍ରଧାନ ବୋଲି କହୁଛି। ଗାଁ ନା ଭୋଉଁସର ବୋଲି କହୁଛି।ଆଉ କିଛି କହି ପାରୁନି। ଯଦି କେହି ଖବର ପାଇବେ ତେବେ ସୁକିନ୍ଦା ଥାନା ଅଧିକାରୀ ଇନାମୁଲ ହକ୍ ଙ୍କୁ ୮୩୨୭୭୦୯୨୬୪ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ। ଦୟାକରି ଏହାକୁ ସେୟାର କରନ୍ତୁ ଯଦ୍ବାରାକି ଜଣେ ଛୁଆ ତାର ପରିବାରକୁ ପାଇପାରିବ ।

Exit mobile version