କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ମହିପୁର ଠାରେ – ନୁପୂର ହୋଟେଲ୍ ଏବଂ ରେଷ୍ଟୁରାଣ୍ଟ ଶୁଭ ଉଦ୍ଘାଟନ ଅବସରରେ

ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର ) ନୟାଗଡ଼ :- ମାନ୍ୟବର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ସହ ମାନ୍ୟବର ବିଧାୟକ ଦଶପଲ୍ଲା ତଥା ଜିଲ୍ଲା ବିଜେଡ଼ି ସଭାପତି ନୟାଗଡ଼ ଶ୍ରୀରମେଶଚନ୍ଦ୍ର ବେହେରା ଆଜି ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ଠାରେ ନୁପୂର ହୋଟେଲ୍ ଏବଂ ରେଷ୍ଟୁରାଣ୍ଟ ଶୁଭ ଉଦ୍ଘାଟନ କରିବା ଅବସରରେ ।

Exit mobile version