ବିଶ୍ଵର ସବୁଠୁ ବଡ଼ ଟିକାକରଣ ଡ୍ରାଇଭ୍‌ର ଶୁଭାରମ୍ଭ କଲେ – ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର ) ଭୁବନେଶ୍ୱର :- ବିଶ୍ଵର ସବୁଠୁ ବଡ଼ ଟିକାକରଣ ଡ୍ରାଇଭ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍‌ବୋଧନ । ‘କୋରୋନା ଟିକା ଆସିଯାଇଛି, ସମସ୍ତଙ୍କୁ ଆଜିର ଦିନକୁ ଅପେକ୍ଷା ଥିଲା, କମ ସମୟ ମଧ୍ୟରେ ଟିକା ପ୍ରସ୍ତୁତ କରାଯାଇଛି: ପ୍ରଧାନମନ୍ତ୍ରୀ ‘ଦେଶରେ ୨ଟି ଟିକା ପ୍ରସ୍ତୁତ କରାଯାଇଛି, ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, କୋରୋନା ଟିକାର ପ୍ରଥମ ହକ୍‌ଦାର କୋରୋନା ଯୋଦ୍ଧା, ୩ କୋଟି କୋରୋନା ଯୋଦ୍ଧା ନେବେ ଟିକା’: ପ୍ରଧାନମନ୍ତ୍ରୀ ‘ଟିକାର ୨ଟି ଡୋଜ୍‌ ବହୁତ ଜରୁରୀ, ପ୍ରଥମ ପର୍ଯ୍ୟାୟରେ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ,

ଟିକା ନେବା ପରେ ସତର୍କତା ଅବଲମ୍ବନ କରିବା ଜରୁରୀ, ବିଶ୍ବର ୬୦% ଶିଶୁଙ୍କୁ ମିଳୁଥିବା ଜୀବନ ରକ୍ଷକ ଟିକା ଭାରତରେ ହୁଏ, ଭାରତରେ ହୋଇଥିବା ଟିକା ବହୁତ ଶସ୍ତା’: ପ୍ରଧାନମନ୍ତ୍ରୀ ‘୧୦ ମାସରେ ଦେଶରେ ୨୩୦୦ କୋରୋନା ଟେଷ୍ଟିଂ ଲ୍ୟାବ୍‌ ହୋଇଛି, ଦେଶ ଆତ୍ମନିର୍ଭର ହୋଇ କୋରୋନା ବିରୋଧରେ ଲଢ଼ିଛି, କୋରୋନା କାଳରେ କୋରୋନା ଯୋଦ୍ଧା ଆମକୁ ଆଶା ଦେଇଥିଲେ, ବହୁ କୋରୋନା ଯୋଦ୍ଧା ନିଜ ଘରଠୁ ଦୂରରେ ରହି କାମ କରିଲେ’: ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ‘ବହୁ କୋରୋନା ଯୋଦ୍ଧା ନିଜ ଘରକୁ ଫେରି ପାରିଲେ ନାହିଁ, ୩୦ ଜାନୁଆରିରେ ଦେଶରେ ପ୍ରଥମେ କୋରୋନା ଚିହ୍ନଟ ହୋଇଥିଲା, ମାତ୍ର ୧୭ ଜାନୁଆରିରେ ଭାରତ ପ୍ରଥମ ଆଡ୍‌ଭାଇଜରି ଜାରି କରିଥିଲା

Exit mobile version