ବିଭାଗୀୟ ଷ୍ଟାଣ୍ଡିଂ କମିଟି-୩ର ବୈଠକ

ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର ) ଭୁବନେଶ୍ୱର :- ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଙ୍ଗ କମିଟି-୩ର ୪ର୍ଥ ବୈଠକ ଆଜି ବିଧାନସଭା ପ୍ରକୋଷ୍ଠ ନଂ-୫୪ରେ  ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଧାନସଭା କମିଟି ଦ୍ୱାରା ତା.୧୧/୦୩/୨୦୨୦ରିଖରେ ପ୍ରଦାନ କରାଯାଇଥିବା ଦ୍ୱିତୀୟ ରିପୋର୍ଟ ଆଧାରରେ ପର୍ଯ୍ୟଟନ,

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାହା ଉ ପରେ ବିଷଦ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ସଂ ପୃକ୍ତ କମିଟି ସଦସ୍ୟ, ବିଭାଗୀୟ ଅଧିକାରୀଙ୍କ ସମେତ ବିଧାନସଭା ସଚିବ ଦାଶରଥୀ ଶତ ପଥୀ ଯୋଗ ଦେଇଥିଲେ

Exit mobile version