ରଣପୁର ବାବା ବାଲୁଙ୍କେଶ୍ୱର ମନ୍ଦିର ମକରସଂକ୍ରନ୍ତି ଅବସରରେ

ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର) ରଣପୁର :- ରଣପୁର ବାବା ବାଲୁଙ୍କେଶ୍ୱର ମନ୍ଦିର ମକରସଂକ୍ରନ୍ତି ଅବସରରେ ଭିଡ ଲାଗିରହିଛି । ରଣପୁରଗଡଜାତର ଅଗ୍ରଦେବୀ ଭାବେ ମଣିନାଗ ପୂଜାପାଇଛନ୍ତ । ଜଗନ୍ନାଥ ଓ ମଣିନାଗ ମଦିରରେ ଭିଡ ବିଶ୍ୱାବସୁଙ୍କ ର ସାନଭାଇ ବିଶ୍ୱାବାସବ ଚକାଶିଳାକୁ ଆଣି ମଣିନାଗ ପାହାଡରେ ସ୍ଥାପନ କରିଥିଲେ ସେହିଦିନଠାରୁ ପାହାଡ ଶିଖରରେ ମା ପୂଜାପାଇବାସହ ପାହାଡ ପାଦଦେଶରେ ମଧ୍ୟ ପୂଜାପାଉଛନ୍ତି ।

ରାଜା ରାଜୁଡା ଅମଳରେ ଦୁର୍ଗମ ପଥ ଦେଇ ଭକ୍ତ ମାନେ ମ ଙ୍କୁ ଦର୍ଶନ କରୁଥିବା ବେଳେ ଏବେ ରାଜ୍ୟସରକାର ପାହାଡ ଶିଖରକୁ ରାସ୍ତା ନିର୍ମାଣ କରିଥିବାରୁ ଆଜି ପବିତ୍ର ମକର ସଂକ୍ରାନ୍ତି ଅବାସରରେ କରୋନା କଟକଣା ଥାଇମଧ୍ୟ ଶହ ଶହ ଭକ୍ତ ପାହାଡ ଶିଖରକୁ ଯାଇ ମାଙ୍କୁ ଦର୍ଶନ କରିଥିଲେ ।

ଆଜି ଉପର ମଣିନାଗରେ ଅଧ୍ୟାପକ ଗୋଦାବରି ସଥପତି ବିଶ୍ୟ କଲ୍ୟାଣ ଉଦ୍ଧସରେ ଏକ ଜଗ୍ୟା ଅନୁଷିତ ହୋଇଥିଲା । ସେହିପରି ତଳ ମଣିନାଗ ପିଠରେ ଦିନତମାମ ଭକ୍ତ ଙ୍କ ସୁଆ ଛୁଟିଥିଲା ଓ ସଂଧ୍ୟାରେ ଭକ୍ତମାନେ ମାଙ୍କ ପାଖେ ପୂଜାପାଇଥିବା ମକରଚାଉଲକୁ ପାନ କରିଥିଲେ ।

ରଣପୁର ବାବା ବାଲୁଙ୍କେଶ୍ୱର ମନ୍ଦିର ମକରସଂକ୍ରନ୍ତି ଅବସରରେ ଭିଡ ଲାଗିରହିଛି । ନିତେଇ ଧୋବଣୀ ପୀଠରେ ବହୁଅସାଧ୍ୟ ଶିଶୁ ରୋଗ ମାଙ୍କ କୃପାରୁ ଭଲହୋଇଥାଏବୋଲି ଗ୍ରମବାସୀ ଙ୍କର ବିଶ୍ୱାସ ରହିଛି । ଆଜି ସା୍ଥନୀୟ ଜଗନ୍ନାଥ ମନ୍ଦିରରେ ମଧ୍ୟ ଭିଡ ଲାଗିରହିଛି । ଦିନତମାମ ଭକ୍ତ ଙ୍କ ସୁଅ ଛୁଟିଥିବାବେ ମଧ୍ୟାନ୍ନରେ ମହାଧୂପ ଉଠିବାସହ ଶ୍ରୀ ଜିଉଙ୍କ ପଖେ ମକରଚାଉଳ ଭୋଗଲାଗିଥିଲା । (ରିପୋର୍ଟ /ସୋନାଲି ମହାରଣା)

Exit mobile version