ଶବର ସମାଜ କଲ୍ୟାଣ ସମିତି ପରିସଲ ମଣ୍ଡଳ ଗୀତା ଜୟନ୍ତୀ ଅନୁଷ୍ଠିତ

ଓଡିଶା ତାଜା ନ୍ୟୁଜ୍  (୧୪ ଜାନୁଆରୀ ଗୁରୁବାର ) ରାୟଗଡ଼ :- ଗଜପତି ରାୟଗଡ଼ ନିକଟ ପରିସଲ ଗ୍ରାମ ଠାରେ ଶବର ସମାଜ କଲ୍ୟାଣ ସମିତି ପକ୍ଷରୁ ମାସିକ ଗୀତା ବୈଠକ ଅନୁଷ୍ଠିତ ହୋଇଯାଇଅଛି l ସମାଜ ମାର୍ଗ ଦର୍ଶକ ଉଦୟ ନାଥ ମଣ୍ଡଳ, ଦୀପ ପ୍ରଜୁଳନ କରିଥିଲେ ମୁଖ୍ୟ ବକ୍ତା ବନବାସୀ କଲ୍ୟାଣ ଆଶ୍ରମ ପୀତବାସ ପଣ୍ଡା, ଅତିଥି ରାଧେଶ୍ୟାମ ଗମାଙ୍ଗ, ମଣ୍ଡଳୀ ଉପ ସଭାପତି ଆଶାଡିଆ ଗମାଙ୍ଗ,ରାଷ୍ଟ୍ରୀୟ ସ୍ୱଂୟ ସେବକ ସଙ୍ଘ ସୁରେନ୍ଦ୍ର କୁମାର ଦଳାଇ ଅଖପାଖ ସତର ଗୋଟି ସତସଙ୍ଘ ମଣ୍ଡଳୀ ର ମା ବାପା ଭାଇ ଭଉଣୀ ମାନେ ଯୋଗଦାନ କରିଥିଲେ l

ଏହି ମକର ସଂକ୍ରାନ୍ତି ରେ ମିଳନ ହୋଇଥିଲା କୁନି କୁନି ଝିଅ ପୁଅ ଙ୍କ ତରଫରୁ ନୃତ୍ୟ ପରିବେଷଣ ହୋଇଥିଲା ଗୀତା ଯଂଜ୍ଞ, ଜ୍ଞାନ ଯଂଜ୍ଞ ନାମ ଯଂଜ୍ଞ, ଅର୍ଣ୍ଣ ଯଂଜ୍ଞ ଅନୁଷ୍ଠିତ ହୋଇଥିଲା କେନ୍ଦ୍ର ପୁରହିତ ଗଙ୍ଗାଧର ଗମାଙ୍ଗ ଏହି କାର୍ଯ୍ୟକ୍ରମ ପୂଜା ପାଠ କରିଥିଲେ l

ଗ୍ରାମ ପକ୍ଷରୁ ସୁଧୀର ଗମାଙ୍ଗ, ସୁରନ୍ଦ୍ର ଶବର, ବିଶ୍ୱ ନାଥ ଶବର, ଗ୍ରାମ ସଭାପତି ସୁବାଷ ଗମାଙ୍ଗ, ନୀରିଶିଖା ନାତ୍ରୀ ଲୀଳାବତୀ ଭୂୟାଁ,ସାଙ୍ଗାତି ଶବର, ଙ୍କ ନତୃତ୍ୱରେ ଏହି କାର୍ଯ୍ୟକ୍ରମ ସ୍ୱଉଚରୁ ରୂପେ ପାଳିତ ହୋଇଥିଲା l (ସଞ୍ଜୀବ କୁମାର ପାଣି ରାୟଗଡ ଗଜପତି)

Exit mobile version