ରାୟଗଡ଼ ବ୍ଲକ ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତି ଉତ୍ସବ ପାଳିତ

ଓଡିଶା ତାଜା ନ୍ୟୁଜ୍  (୧୪ ଜାନୁଆରୀ ଗୁରୁବାର ) ରାୟଗଡ଼  :- ଗଜପତି ରାୟଗଡ଼ ବ୍ଲକର ୨୧ ଗୋଟି ପଂଚାୟତ ପୁରପଲ୍ଲୀ ରେ ମକର ସଂକ୍ରାନ୍ତି ଉଛବ ଧୁମ ଧାମରେ ପାଳିତ ହଉଥିବା ଦେଖିବାକୁ ମିଳିଛି, ରାଇଡା ନୁଆସାହି ଠାରେ ଆଜି ଶବର ସମାଜ କଲ୍ୟାଣ ସମିତି ପକ୍ଷରୁ ମକର ସଂକ୍ରାନ୍ତି ଉଛବ ଆଖ ପାଖ ଗ୍ରାମରୁ ଶତାଧିକ ସତସଙ୍ଗ ପ୍ରେମୀ ଉପସ୍ଥିତ ହୋଇଥିଲେ l ମୁଖ୍ୟବକ୍ତା ସଂସ୍କୁତପଣ୍ଡିତ ଶିଶିର ପାଢ଼ୀ ମଞ୍ଚାସିନ ହୋଇ ମକର ସଂକ୍ରାନ୍ତି ଉପରେ ଆଲୋକପାତ କରିଥିଲେ !

ବିଶ୍ୱ ହିନ୍ଦୁ ପରିଷଦ ଆନୁକୂଲରେ ଆରୁତାଙ୍ଗ କେନ୍ଦ୍ର ପକ୍ଷରୁ ଉପର ରାଇଡା ଠାରେ ସହିତ ଡେକୁସାହି, ମଣ୍ଡଳସାହି ଅଂଚଳ, କଇଁପୁରୁ, ଜିରାଙ୍ଗ, ଲାଇଲାଇ, କୁରୁଗୁବା, ବଣ୍ଡା, ନାରାୟଣପୁରୁ, ଗଣ୍ଡାହାତୀ, ଏଙ୍ଗାର ସିଙ୍ଗି, ବଡ଼ସଡା, ସାନ ସଡା,ବିଭିନ୍ନ ସ୍ଥାନ ମାନଙ୍କରେ ମକର ସଂକ୍ରନ୍ତି ଅନୁଷ୍ଠିତ ହୋଇଯାଇଛି ! ଅର୍ଜୁନ ରଇତ, ସୋଲ ମନ ରଇତ କମଳ ରଇତ, ଲିମ ଭୂୟାଁ, ଜୟରାମ ଗମାଙ୍ଗ ମୁରଲୀ ଧର କାର୍ଜୀ, କୁତ୍ତାନ ରଇତ ଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି  l (ରାୟଗଡ ଗଜପତି ସଞ୍ଜୀବ କୁମାର ପାଣି )

Exit mobile version