ଖୋର୍ଦ୍ଧା ଅନୁସୂଚିତ ବର୍ଗର ଯୁବକଙ୍କୁ ମରଣା ତ୍ମକ ଆକ୍ରମଣ : ସବର୍ଣ୍ଣ ମାନଙ୍କ ପକ୍ଷରୁ

ଓଡିଶା ତାଜା ନ୍ୟୁଜ୍  (୧୩ ଜାନୁଆରୀ ବୁଧବାର ) ଜଟଣୀ :- ଜଟଣୀ ବ୍ଲକର ଚନ୍ଦକା ଥାନା ଅଧିନସ୍ଥ ଗ୍ରାମଡିହା ଗ୍ରାମର ଜଣେ ୧୯ ବର୍ଷର ଅନୁସୂଚିତ ଜାତି ବର୍ଗର ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ସହ ତାଙ୍କ ମା’ ଏବଂ ଭାଇଙ୍କୁ ସବର୍ଣଗୋଷ୍ଠୀ କରିଥିବା ଆକ୍ରମଣ ଘଟଣାର ଆଜି ତା ୧୧/୦୧/୨୧ ରିଖରେ ତଥ୍ୟ ଅନୁସନ୍ଧାନ କଲୁ…

ଦଫା ୩୦୭ ଲାଗିଥିବା ସତ୍ତ୍ବେ କେହି ଗିରଫ ହୋଇନଥିବାରୁ ଥାନାଧିକାରୀଙ୍କ ସହ ଆଲୋଚନା କଲା ପରେ ଅଭିଯୁକ୍ତ ଫେରାର ଥିବା କହିଲେ… ତୁରନ୍ତ ଗିରଫ ସହ ପରିବାରବର୍ଗଙ୍କୁ ସୁରକ୍ଷା ଦେବା ପାଇଁ ଦାବୀ ଉପସ୍ଥାପନ କରିଥିଲୁ… ଅଭିଯୁକ୍ତମାନଙ୍କୁ ଗିରଫ ସହ ପିଡିତ ପରିବାରବର୍ଗଙ୍କ ସୁରକ୍ଷା ନ୍ୟାୟ ପାଇଁ ଲଢେଇ ଜାରି ରହିବ…ଜୟ ଭୀମ୍           

(କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)

Exit mobile version