ଜାତୀୟ ଯୁବ ଦିବସ ପାଳନ ; ଓଡ଼ଗାଁ

ଓଡିଶା ତାଜା ନ୍ୟୁଜ୍  ( ୧୨ ଜାନୁଆରୀ ମଙ୍ଗଳବାର ) ଓଡ଼ଗାଁ  :- ନେହେରୁ ଯୁବ କେନ୍ଦ୍ର ସଂଗଠନ ନୟାଗଡ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଓଡଗାଁ ମିନିଷ୍ଟାଡିୟମ ଠାରେ ଜୟ ଶିବ ୟୁଥ କ୍ଲବ ଓଡଗାଁ ପକ୍ଷରୁ ଜାତୀୟ ଯୁବ ଦିବସ ପାଳନ କରାଯାଇଛି । ଏହି ସଭାରେ ସଭାପତି ପ୍ରସନ୍ନଜିତ ସାହୁ , ସମ୍ପାଦକ ପଦ୍ମଲୋଚନ ଦାସ ଉପସ୍ଥିତ ଥିଲେ ପବିତ୍ର ବାଡତିଆ , ହରପ୍ରସାଦ ସାହୁ , ପବିତ୍ର କୁମାର ନାୟକ , ଜୋତି ରଂଜନ ସାମନ୍ତରା , ଦିପକ ନାୟକ ,ଶୁଦର୍ସନ ମହାପାତ୍ର , ଧର୍ମେନ୍ଦ୍ର ପ୍ରଧାନ , ହଂସରାଜ ସଢଙ୍ଗି ଯୋଗଦାନ କରିଥିଲେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version