ବୁଢ଼ାମାଳ ପଞ୍ଚାୟତ ଦୁର୍ନୀତି ର ଗନ୍ତାଘର : କେବେ ନଜର ପଡ଼ିବ – ଭିଜିଲାନ୍ସ ଅଫିସ୍ ର

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜାନୁଆରୀ ମଙ୍ଗଳବାର ) ପଦ୍ମପୁର : – ବରଗଡ଼ ଜିଲ୍ଲା ରାଜବୋଡାସମର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତ ବୁଡାମାଲ ଗ୍ରାମରେ ଦୀର୍ଘ ଦିନ ଧରି ପଡି ରହିଛି ଡ୍ରେନ ।

ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଞ୍ଚାୟତ ଅଧିକାରୀ କି ବ୍ଳକ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇନାହିଁ । ଏ ଡ୍ରନଟିକୁ କାହିଁକି ଓ କେଉଁ ସ୍ବାର୍ଥରେ କରାଯାଉନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଯେଉଁଠି ପିସି ମିଳିବ ସେହି କାମରେ ପଞ୍ଚାୟତ କର୍ମଚାରୀ ମାନେ କରନ୍ତି ବୋଲି ଜୋର ଚର୍ଚ୍ଚା ଧରିଛି । ବୁଡାମାଲ ପଞ୍ଚାୟତ କୁ ଥରେ ଭିଜିଲାନ୍ସ ଚଢ଼ାଉ କଲେ ସବୁ ଘୋଟାଲା ଧରାପଡ଼ି ପଦ୍ମପୁର ଜେଲ ହାଜତକୁ ଯିବାଟା ସୁନିଶ୍ଚିତ ମଧ୍ୟ ଚର୍ଚ୍ଚା ହୁଏ । (ରିପୋର୍ଟ – ନିରୋଜ କୁମାର ପାଣୀ ) 

 

Exit mobile version