Home ଓଡ଼ିଶା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧରମେନ୍ଦ୍ର ପ୍ରଧାନଙ୍କୁ ଫୁଲନଖରା ଛକରେ ସମ୍ବର୍ଦ୍ଧନା by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜାନୁଆରୀ ମଙ୍ଗଳବାର ) କଟକ :- କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧରମେନ୍ଦ୍ର ପ୍ରାଧାନଙ୍କ ନିଆଳୀ ନିର୍ବାଚନ ମଣ୍ଡଳୀର ଓଲଟପୁର ଗ୍ରସ୍ତ କାର୍ଯ୍ୟକ୍ରମ ମଙ୍ଗଳବାର ସକାଳ ୯ଟାରେ ଥିଲା । ଫୁଲନଖରା ଛକରେ ବିଯେପି ଯୁବ ନେତା, ବଦ୍ରିନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପିର କର୍ମୀ ମାନେ ସକାଳ ଆଠଟାରୁ ଆସି, ଫୁଲନଖରା ଛକରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ଅପେକ୍ଷା କରିଥିବା ଦେଖାଯାଇଥିଲା । ହେଲେ ଦୀର୍ଘ ଦୁଇ ଘଣ୍ଟା ଅପେକ୍ଷା କରିବା ପରେ, କେନ୍ଦ୍ର ମନ୍ତ୍ରୀ ଦିନ ଦଶଟା କୋଡ଼ିଏ ମିନିଟରେ ଫୁଲନଖରା ଛକରେ ଆସି ପହଞ୍ଚିଥିଲେ । କେନ୍ଦ୍ର ମନ୍ତ୍ରୀଙ୍କୁ ଅପେକ୍ଷା କରି ଥିବା କଟକ ସଦର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା, ପଞ୍ଚମୁଖୀ ବିଜେପି ମଣ୍ଡଳ, ଉରାଳୀ ବିଜେପି ମଣ୍ଡଳର କର୍ମକର୍ତ୍ତା, ଵିଜେପି କର୍ମୀ ମାନେ ଉପସ୍ଥିତ ରହି କେନ୍ଦ୍ର ମନ୍ତ୍ରୀ ଧରମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗଚ କରିବା ସହ ସମ୍ବର୍ଦ୍ଧନା ଜଣାଇଥିଲେ । ସିଏମସି ୫୯ ନମ୍ବର ୱ।ର୍ଡ଼ର ଯୁବନେତା ବଦ୍ରିନାରାୟଣ ପଟ୍ଟନାୟକ, କଟକ ସଦର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ର ସଭାପତି ଭକ୍ତ ବସ୍ଚଳ ବସ୍ତିଆ, କାର୍ଯ୍ୟକାରିଣୀ ସଦସ୍ୟ ରଣଜିତ ପଣ୍ଡା ବୁନୁ, ପଞ୍ଚମୁଖୀ ମଣ୍ଡଳ ସଭାପତି ପ୍ରମୋଦ କୁମାର ଓଝା, ଉରାଳୀ ମଣ୍ଡଳ ସଭାପତି ପ୍ରଦୀପ ବେହେରା, ପୂର୍ବତନ ଜିଲ୍କା ପରିଷଦ ସଭ୍ୟ କ୍ଷିରୋଦ ଚନ୍ଦ୍ର ଦଳାଇ, ରାଧାକାନ୍ତ ମଲ୍କିକ , ବିଚିତ୍ରା ନନ୍ଦ ଦଳାଇ,ପ୍ରମୁଖ ବିଜେପି ନେତା କର୍ମୀ ମାନେ କେନ୍ଦ୍ର ମନ୍ତ୍ରୀ ଧରମେନ୍ଦ୍ର ପ୍ରଧାନଙ୍କୁ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ପରେ କେନ୍ଦ୍ର ମନ୍ତ୍ରୀ ଶ୍ରା ପ୍ରଧାନ ଓଲଟପୁର ଅଭିମୁଖେ ଯାତ୍ରା ରିଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ ) Categories: ଓଡ଼ିଶା, କଟକ, ମହାନଗର, ରାଜନୀତି, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026