ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜାନୁଆରୀ ମଙ୍ଗଳବାର ) ଭୁବନେଶ୍ୱର :- ଆଜି ସକାଳୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିଂନ ସ୍ଥିତ ମୋ ବସ ଟର୍ମିନାଲ ପରିସରରେ ଥିବା ଆହାର କେନ୍ଦ୍ର ପଛ ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ଗୁରୁତର ଆହତ ଓ ଅଚେତନ ଅବସ୍ଥାରେ ପଡିଥିବା ଗୋଟିଏ ଶିଶୁପୁତ୍ର କୁ ସ୍ଥାନୀୟ ବସ କର୍ମଚାରୀ ଓ ଉଠା ଦୋକାନୀ ଦେଖି ସ୍ଥାନୀୟ ଫାଣ୍ଡି କୁ ଜଣାଇ ଥିଲେ ।
