ପୁରୀରେ ଆରପିଏଫ କର୍ମଚାରୀଙ୍କ ମାନବିକତା

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜାନୁଆରୀ ରବିବାର ) ପୁରୀ :- ଦୁର୍ଗ-ପୁରୀ ଏକ୍ସପ୍ରେସ ରୁ ଉଦ୍ଧାର ହୋଇଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ସଦର ହାସପାତାଳରେ ଭର୍ତ୍ତି କଲେ ଆରପିଏଫ କର୍ମଚାରୀମାନେ। ଶନିବାର ଦିନ ୫ଟା.୩୦ ସମୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ଗସ୍ତ କରି ବ୍ରହ୍ମଗିରି ବ୍ଲକର ଆମ୍ବପଡା ଗ୍ରାମ ପଞ୍ଚାୟତର ବରୁଡି ଗ୍ରାମର ସଞ୍ଜୟ ପ୍ରଧାନଙ୍କ ପିତା ସ୍ବର୍ଗତ ବାବନ ପ୍ରଧାନ,

କୃଷ୍ଣପ୍ରସାଦ ବ୍ଲକର ଅରଖକୁଦା ଗ୍ରାମ ପଞ୍ଚାୟତର ଭଗବାନ ପୁର ବସ୍ତିର ସ୍ଵର୍ଗତ କୁନା ମହମ୍ମଦ ଓ ଭଗବାନ ପୁର ଓଡ଼ିଆ ସାହିର କ୍ଷେତ୍ରମଣି ସାହୁଙ୍କ ପିତା ସ୍ଵର୍ଗତ ରାମ ସାହୁ ଙ୍କ ଅକାଳ ବିୟୋଗ ରେ ତାଙ୍କ ଘରେ ପହଞ୍ଚି ଦୁଃଖ ପ୍ରକାଶ କରିଥିଲେ ଏବଂ ତାଙ୍କ ପରିବାର ବର୍ଗଙ୍କୁ ଆଶ୍ଵସନା ଦେବା ସହିତ ସମବେଦନା ଜଣାଇଛନ୍ତି

Exit mobile version