ସଧାରଣତନ୍ତ୍ର ଦିବସ ରେ ରାଜ୍ୟପାଳ ଶ୍ରୀ ଗଣେଶି ଲାଲ ପୁରସ୍କାର ବିତରଣ କରିଥିଲେ

ଭୁବନେଶ୍ୱର (ଓଡିଶା ତାଜା ନିଉଜ) ଭୁବନେଶ୍ୱର 26.1.2020 ରିପୋର୍ଟ – ସୋନାଲି :- ଲୋକସଭା ଭବନରେ ଆୟୋଜିତ ଏ.ସି.ପି ମାନସ ରଞ୍ଜନ ଗଡ଼ନାୟକ ପୋଲିସ ଚାକିରୀ କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ‘ପୋଲିସ ପଦକ’ ପାଇଁ ଚୟନ ହୋଇଛନ୍ତି । 

ଶ୍ରୀ ଗଡ଼ନାୟକ ପୋଲିସ ପଦକ’ ପୁରସ୍କାରରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା  ସମ୍ମାନୀତ ହୋଇଛନ୍ତି । ଶ୍ରୀ ଗଡ଼ନାୟକଙ୍କ ଘର ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଲିପଟ୍ଟା ଗ୍ରାମରେ ।

ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବରେ ଶ୍ରୀ ଗଡ଼ନାୟକ ସୁପରିଚିତ । ଉଲ୍ଲେଖନୀୟ ପୋଲିସ ସେବା ପାଇଁ ଓଡିଶା ପୋଲିସର ପ୍ରତିଷ୍ଠା ଦିବସରେ ଶ୍ରୀ ଗଡ଼ନାୟକ ପୁରସ୍କୃତ ହୋଇସାରିଛନ୍ତି । ସୂଚନା ଅନୁଯାୟୀ ମାନସ ରଞ୍ଜନ ଗଡ଼ନାୟକଙ୍କ ସମେତ ମୋଟ ୩୬ ଜଣ ପୋଲିସ ଅଧିକାରୀ ପଦକ ପାଇଁ ସମ୍ମାନୀତ ହୋଇଛନ୍ତି ।

Exit mobile version