
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର ) ଭୁବନେଶ୍ୱର :- ଅରମାନ ମ୍ୟୁଜିକ ଦ୍ୱାରା ପ୍ରସ୍ତୁତ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଦ୍ୱିତୀୟ ଥର ପାଇଁ ଗୀତ ଗାଇବା ସହିତ ଅଭିନୟ କରିଛନ୍ତି ଜଟଣୀର ଲୋକପ୍ରିୟ ବିଧାୟକ ସୁରେଶ ରାଉତରାୟ । ବର୍ତ୍ତମାନ ସାରା ଓଡ଼ିଶାରେ ନିଶାର ବ୍ୟବହାର ବ୍ୟାପକ ଭାବରେ ବୃଦ୍ଧି ପାଇଥିବା ବେଳେ ଯୁବସମାଜ ମାରାତ୍ମକ ନିଶା ସେବନରେ ଜଡ଼ିତ ରହୁଛନ୍ତି ।
