କଂସର ପଞ୍ଚାୟତ କାର୍ଯ୍ୟ ନୀର୍ବାହୀ ଅଧିକାରୀଙ୍କ ଉନ୍ନତି ଉଦ୍ୟମ ଜାରି – ପଦ୍ମପୁର

 ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର ) ପଦ୍ମପୁର :- ବରଗଡ ଜିଲ୍ଲା ରାଜବୋଡାସମ୍ବର ବ୍ଳକ କଂସର ଗ୍ରାମ ପଞ୍ଚାୟତ ସମ୍ପିଆ ଗ୍ରାମରେ ନଳକୂପ ଚାନ୍ଦିନୀ କାର୍ଯ୍ୟ ଚାଲିଛି। ବହୁ ଦିନରୁ ନଳକୂପ ଗୁଡାକ ଅଚଳ ହୋଇ ପଡି ରହିଥିଲା । ଏବିଷୟରେ କାର୍ଯ୍ୟ ନୀର୍ବାହୀ ଅଧିକାରୀ ରବିକାନ୍ତ ସାହୁଙ୍କୁ ଅବଗତ କରିବାରୁ ତୁରନ୍ତ ପଦକ୍ଷେପ ନେଇ ଚାନ୍ଦିନୀ ମରାମତି କାର୍ଯ୍ୟ କରିଥିଲେ ।

ଏହା ଏକ ପ୍ରଶଂସନୀୟ କାର୍ଯ୍ୟ ଅଟେ। ହେଲେ ଆଉ ଏକ ନଳକୂପ ବାକି ରହିଗଲା ଏଥିପ୍ରତି କାର୍ଯ୍ୟ ନୀର୍ବାହୀ ଅଧିକାରୀ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ସମ୍ପିଆ ଗ୍ରାମବାସୀ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version