୫୦ ହଜାର ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ – ଶ୍ରୀ ବିଶ୍ଵାଳ ବ୍ରହ୍ମଗିରି ଅଞ୍ଚଳର ଜଣେ ବିଶିଷ୍ଟ ସମାଜସେବୀ,ପ୍ରଦାନ କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର )  ପୁରୀ ଜିଲ୍ଲା :- ବ୍ରହ୍ମଗିରି ବ୍ଲକରେ ଆଜି ଆମ୍ବପଡା ପଞ୍ଚାୟତ ବଳଭଦ୍ରପାଟଣା ଗ୍ରାମର ଆନନ୍ଦଶ୍ୟାମ ବଂଶିଧର ବିଶ୍ବାଳ ନିଜସ୍ବ ଉପାର୍ଜିତ ୫୦ ହଜାର ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଜରିଆରେ ପ୍ରଦାନ କରିଛନ୍ତି ।

ଶ୍ରୀ ବିଶ୍ଵାଳଙ୍କ ଏହି ଭଳି ସାଧୁ ଉଦ୍ୟମକୁ ପ୍ରଶଂସା କରିବା ସହିତ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ବିଶ୍ଵାଳ ବ୍ରହ୍ମଗିରି ଅଞ୍ଚଳର ଜଣେ ବିଶିଷ୍ଟ ସମାଜସେବୀ ଓ ଭାଗବତପ୍ରେମି ଭାବେ ଜଣାଶୁଣା ।

Exit mobile version