ସାତ ବର୍ଷ ଖାଲି ଥିବା ପଦବୀ ପୂରଣ ହେବାର ତିନି ମାସ ପରେ ପୁଣି ଖାଲି କାରଣ ଅସ୍ଵଷ୍ଠ

ଓଡ଼ିଶା ତାଜା ନ୍ୟୁଜ ( ୮ ଜାନୁଆରୀ ଶୁକ୍ରବାର ) ରାୟଗଡ଼ :-  ଗଜପତି ରାୟଗଡ଼ ସାଉଥକୋ ବିଦୂତ ସବଷ୍ଟେସନ , ଜିରାଙ୍ଗ , ମଣ୍ଡଳସାହି , କଇଁପୁରୁ, ଗଙ୍ଗବାଡ଼ କେରାଣ୍ଡି କୁନେଇ ରାୟଗଡ଼ ବିଦୁତକାର୍ଯ୍ୟାଳୟ ଗଠନ ହୋଇଛି  l ଏହି ସବଷ୍ଟେସନ କନିଷ୍ଠ ଯନ୍ତ୍ରୀ ପଦବୀ ଦୀର୍ଘସାତବର୍ଷ ଖାଲିରହିଥିଲା ଗତ ତିନିମାଷ ପୂର୍ବରୁ ଉକ୍ତପଦବୀ ରେ ସୁଶୀଲ କୁମାର ବରାଳ କନିଷ୍ଠଯନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ ଯୋଗ ଦେବାର ତିନିମାଷ ନ ପୂରୁଣୁ କାହା ଚାପରେ ବଦଳି କରାଗଲା ବୋଲି ଅଞ୍ଚଳରେ ଘୋର ଅସନ୍ତୋଷ ଦେଖା ଯାଇଛି ! ନୂତନ ଯନ୍ତ୍ରୀ ରାୟଗଡ଼ ଆସିବାର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଉପଲଡା ସବଷ୍ଟେସନ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରି ଦେବେନ୍ଦ୍ରନାଥ ସାହୁ ନୂତନ ଭାବେ ଆସିଥିବା କନିଷ୍ଠଯନ୍ତ୍ରୀ ସୁଶୀଲ କୁମାର ବରାଳ ଙ୍କୁ ଦାୟିତ୍ୱ ହସ୍ତାତର କରିନଥିଲେ l ଯାହାଫଳରେ କି ନୂତନ ଯନ୍ତ୍ରୀ ଅଞ୍ଚଳବାସୀଙ୍କ ଦାବୀ ସମସ୍ୟାକୁ ଦେଖି କାର୍ଯ୍ୟ କରିବା ପାଇଁ ଆଗ୍ରହ କରିଥିଲେ

କିନ୍ତୁ ତାଙ୍କୁ ସବୁ କ୍ଷେତ୍ରରେ ବିଭଗୀୟ ଏସ ଡି ଓ, ଏକଜୁନର, ଦାୟିତ୍ୱ ଦେବାଆଳରେ ଅନ୍ଧକାର ମଧ୍ୟରେ ରଖିଥିଲେ  ଯାହାଫଳରେ ସେ ନିଜକୁ ସୁରକ୍ଷିତ ମନେ କରିପାରିଲେନାହିଁ ଉପଲଡା ଏସ ଡି ଓ, ସ୍କୁତିରଞ୍ଜନ ଦାସ, ଜିଲ୍ଲାରମୁଖ୍ୟ ଏକଜୁନ  ଗଙ୍ଗାଗୌର ପ୍ରସାଦ ପଟ୍ଟନାୟକଙ୍କୁ ସେ ଭେଟି ଅଞ୍ଚଳର ସମସ୍ୟାକୁଦେଖି ମୋତେ ଦାୟିତ୍ୱ ଦିଅନ୍ତୁ ବୋଲି ବାରମ୍ବାର ଜଣାଇଥିବା ସ୍ୱତେ ଦାୟିତ୍ୱ ହସ୍ତାନ୍ତର କରିବା ପରକଥା  ତୁମେତୁମ ଅଞ୍ଚଳ ଏରିଆ ବୁଲାବୁଲି କରବୋଲି କହିଥିଲେ  l ବରିଷ୍ଠଅଧିକାରୀଙ୍କ କଥାରେ ଏରିୟା ବୁଲା ଶେଷ ହୋହି ତିନିମାଷ  ବିତିଲାପରେ ମଧ୍ୟ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିୟା ଗଲାନାହିଁ ଏହାର ମୁଖ୍ୟ କାରଣ ହେଲା ରାୟଗଡ଼ ସାଉଥକୋ ସବଷ୍ଟେସନ ସାତବର୍ଷ ମଧ୍ୟରେ ତିନି ତିନି ଗୋଟି ପ୍ରଳୟଙ୍କ କାରି ମହାବାତ୍ୟା ହୁଡୁ ହୁଡୁ,ଫାଇଲିନି, ଶେଷରେ ରାୟଗଡ଼ ବ୍ଲକରେ ଘଟିଥିବା ତିତିଲି ମହାପ୍ରଳୟଙ୍କକାରୀ ରାୟଗଡ଼ ବ୍ଲକ ସମ୍ପୂର୍ଣ  ଧ୍ୱଂସ ବିଧଂଶ  କରିଦେଇଥିଲା ଯାହାଫଳରେ ସାଉଥକୋ ବିଭାଗ ରାୟଗଡ଼ ସବଷ୍ଟେସନ ନାହିଁନଥିବା କ୍ଷତିରେ ସମୁଖୀନହୋଇଥିଲା ! କ୍ଷୟକ୍ଷତିର ଭରଣପାଇଁ କେନ୍ଦ୍ରସରକାର ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କା ଟ୍ରନ୍ସପରମ, ସିମେଣ୍ଟପୋଲ, ଖୁଣ୍ଟ, ତାର ଟାଣିବାରେ ଦେଇଥିଲେ ଉକ୍ତ କାର୍ଯ୍ୟର 

ହିସାବ କିତାବକୁ ଦେଖିଲେ  ସାତ ବର୍ଷର ଯନ୍ତ୍ରୀ ପଦବୀ ଖାଲିରଖି କିପରି ଉପଲଡା ଦାୟିତରେ ଥିବା ଯନ୍ତ୍ରିଙ୍କୁ ଏତେବଡ଼ ପ୍ରାକୁତିକ ବିପଦୀ ବେଳେ  ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା ବୋଲି ଅଂଚଳବାସୀଙ୍କ ମନରେ ପ୍ରଶ୍ନଉଙ୍କି ମାରୁଛି l ରାୟଗଡ଼ ଠାରେ  କେଉଁ କାରଣରୁ ସ୍ଥାଇ କନିଷ୍ଟ ଯନ୍ତ୍ରୀ  ପୋଷ୍ଟିଂଗୀ କେବେହବ ବୋଲି ଅଞ୍ଚଳ ବାସି ପ୍ରଶ୍ନ କରିଛନ୍ତି  l କାହା ଦୁର୍ବଳ ଯୋଗୁଁ  ବର୍ଷ ବର୍ଷ ଧରି ମୁଖ୍ୟ ପଦବୀ ଖାଲି ଥିଲେ ମଧ୍ୟ  କାହାର ଦୃଷ୍ଟି  ପଡୁନାହିଁ  l ସୁଶୀଲ କୁମାର ବରାଳ ନିଜେ କହିଥିଲେ ରାୟଗଡ ର କନିଷ୍ଟ  ଯନ୍ତ୍ରୀ ବୋଲି କିନ୍ତୁ  l ଉକ୍ତ  ବରାଳ ଚାଲିଯିବା ପରେ ଉପଲଡା ଏସ ଡି ଓ ଙ୍କୁ ପରିବାରୁ ସେ କହିଛନ୍ତି ବରାଳ ଟେକ୍ନିନିସିଆଲ  ଭାବରେ ଆସିଥିଲା କିନ୍ତୁ ତାଙ୍କର କେଉଁ କାରଣରୁ ବଦଳି ହୋଇଅଛି ମୁ ଜାଣିନାହିଁ ବୋଲି କହିଥିଲେ l  କେବେ ରାୟଗଡ ସବଷ୍ଟେସନ କୁ କନିଷ୍ଟ ଯନ୍ତ୍ରୀ ଆସିବ ତାହା ଦେଖିବାକୁ ବାକି ରାହିଲା l ( ରିପୋର୍ଟ -ସଞ୍ଜୀବ କୁମାର ପାଣି  )

Exit mobile version