ଓଡ଼ିଶା ତାଜା ନ୍ୟୁଜ୍(୮ ଜାନୁଆରୀ ଶୁକ୍ରବାର )ପାରଳାଖେମୁଣ୍ଡି :- କୋରାପୁଟ ଜିଲ୍ଲାର ଦାମନଯୋଡିଠାରେ ଅବସ୍ଥାପିତ ନାଲକୋ ପ୍ରକଳ୍ପର ଆଜି ୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରକଳ୍ପର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଇଂ ରବି ଶଙ୍କର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦ୍ଵୀପ ପ୍ରଜ୍ବଳନ କରିଥଲେ। ପ୍ରକଳ୍ପର ବିଭିନ୍ନ ବିଭାଗର ମହା ପ୍ରବନ୍ଧକ , ସି ଆଇ ଏସ ଏଫ୍ କମାଣ୍ଡାଣ୍ଟ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ଅନ୍ତର୍ଜାତୀୟ ବଜାରରେ ଆଲୁମିନିୟମ ଦର ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ପ୍ଳକଳ୍ପ ଅଧିକ ଲାଭବାନ ହେବ , ମେ ମାସ ସୁଧା କଷ୍ଟିକ ସୋଡା ପ୍ଲାଣ୍ଟ ଉତ୍ପାଦନକ୍ଷମ ହେବ ଓ କରୋନା କାଳରେ ମଧ୍ୟ ଉତ୍ପାଦନ କ୍ଷେତ୍ରରେ ସଫଳତା ହାସଲ କରିଥିବା ସମ୍ପର୍କରେ ଶ୍ରୀ ଦାସ ବିଶଦ ବିବରଣୀ ପ୍ରଦାନ କରିଥିଲେ ।
କୋରାପୁଟ ଜିଲ୍ଲା ଦାମନଯୋଡି ଠାରେ ନାଲକୋର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ – ପାରଳାଖେମୁଣ୍ଡି

Related Content
ବେହେରେନସିଲେଟ ସ୍କୁଲରେ ବିଶ୍ୱ ହାତଧୁଆ ଦିବସ ପାଳନ ସହ ଅଭିଭାବକ ବୈଠକ
by
Proprietor Abhimanyu Maharana
October 16, 2026
ବିଛୁବାହାଲି ସରକାରୀ ସ୍କୁଲରେ ଅଭିଭାବକ-ଶିକ୍ଷକ ଓ ଏସଏମସିର ଦ୍ୱିତୀୟ ବୈଠକ
by
Proprietor Abhimanyu Maharana
October 16, 2026
ହିଆଁଲରେ ଅଭିଭାବକ ସଚେତନତା : ବାଲ୍ୟବିବାହ, ନିଶା ଓ ଏଚପିଭି ଟୀକା ନେଇ ଆଲୋଚନା
by
Proprietor Abhimanyu Maharana
October 16, 2026
କଣ୍ଟାବାଞ୍ଜି ମହିଳା ଡିଗ୍ରୀ କଲେଜରେ ଛାତ୍ର ସଂସଦ ଗଠନ, ସଭାପତି ହେଲେ ସାହୀନ ବେଗମ
by
Proprietor Abhimanyu Maharana
October 16, 2026
୬୦ କଣ୍ଢେଇରେ ଝଲସିଲା କୁନି ପ୍ରତିଭା
by
Proprietor Abhimanyu Maharana
October 16, 2026
ରଣପୁର ଡିଗ୍ରୀ ମହାବିଦ୍ୟାଳୟ : ଜ୍ୟୋତିର୍ମୟୀ ସଭାପତି, ସଲମାନ ସମ୍ପାଦକ
by
Proprietor Abhimanyu Maharana
October 16, 2026