ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଓ ଦିବ୍ୟ ସିଂହ ବରାଳଙ୍କ ପରିବାରକୁ ସମବେଦନା ଜଣାଇଲେ ରାଜ୍ୟ ପ୍ରଭାରୀ ତଥା ସାଂସଦ : ଡି.ପୁରନ୍ଦେଶ୍ୱରୀ
1. ‘ଡାଇଙ୍ଗ ଡିକଲାରସେନ’ ଆଧାରରେ ପୋଲିସ ତଦନ୍ତ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରୁ : ପ୍ରକାଶ ମିଶ୍ର
2. ଓଡିଶାର ଲୋକଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ
3. ଆବାସ ଯୋଜନା ଦୁର୍ନୀତିର ପର୍ଦ୍ଦାଫାଶ କରିଥିବାରୁ ବିଜେପି ନେତାଙ୍କୁ କରାଯାଇଛି ହତ୍ୟା
4. ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ରାଜ୍ୟସରକାର ଚୁପ୍ କାହିଁକି ?
5. କୁଳମଣି ବରାଳ ପରିବାରଙ୍କ ଆଖିର ଲୁହ ନବୀନ ବାବୁଙ୍କ ପାଇଁ ଅଭିଶାପ ପାଲଟିବ
6. ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ
7. ରାଜ୍ୟ ପ୍ରଭାରୀଙ୍କ ସହ ରାଜ୍ୟ ସଭାପତି ଏବଂ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ
