‘ସକାଳ ସାଥି ଦୈନିକ ଓଡ଼ିଆ ଖବର କାଗଜ ର ପୁରୀ କାର୍ଯ୍ୟାଳୟ ଉଦଘାଟିତ ‘

ଓଡ଼ିଶା ତାଜା ନ୍ୟୁଜ୍ (୦୬ ଜାନୁଆରୀ ବୁଧବାର ) ପୁରୀ :- ସୋମବାର ଦିନ ମେଡିକାଲ ଛକ ସ୍ଥିତ ଉପର ମାଳିସାହି ର କିରଣ ଜ୍ୟୋତି ଭବନ ଠlରେ ସକାଳ ସାଥି ଦୈନିକ ଓଡ଼ିଆ ଖବର କାଗଜର ଓ ୱବ (ଏସ. ନିୟୁଜ ), ଓଜାର ପୁରୀ ଜିଲ୍ଲା କାର୍ଯ୍ୟାଳୟ କୁ ଭାରତ ମସଲା ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ପଣ୍ଡା ଙ୍କ ଦ୍ୱାରା ଶୁଭ ଉଦଘାଟିତ ହୋଇଯାଇଅଛି l

ଉକ୍ତ ସଭା ରେ ରାଜ୍ୟ ମୁଖ୍ୟ ବ୍ୟୁରୋ ଲାଲ ଅନନ୍ତ କୁମାର ସିଂହ, ସମ୍ପାଦକ ପ୍ରସନ୍ନ କୁମାର ଦାସ, ମୁଖ୍ୟ ବକ୍ତା ଶ୍ରୀବସ ଦଳାଇ, ତାନପୁରା ର ମୁଖ୍ୟ ସମ୍ପାଦକ ତଥା ଆଜି ର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ସିନା, ବରିଷ୍ଠ ସାମ୍ବାଦିକ ବଦ୍ରି ମିଶ୍ର ମଞ୍ଚl ସିନ ଥିବାବେଳେ ମଧୁସୂଦନ ମିଶ୍ର ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ରବୀନ୍ଦ୍ର ମହାପାତ୍ର, ସକାଳ ସାଥି ଜିଲ୍ଲା ପ୍ରତିନିଧି ବାପି ଜେନା,

ସକାଳ ସାଥି ପୁରୀ ଜିଲ୍ଲା c.t. ରିପୋର୍ଟ ଜି. ବାପି, ସକାଳ ସାଥି ପୁରୀ ସଦର ରିପୋର୍ଟ ବିକ୍ରମ ବେହେରା, କାହ୍ନୁ ଚରଣ ନାୟକ, ଶିବାନୀ ଶଙ୍କର ଦାସ, ରଶ୍ମିତା ଗୁରୁ, ପ୍ରୀତି ବାନାର୍ଜୀ, ରବୀନ୍ଦ୍ର କୁମାର ପାଢ଼ୀ, ପରୀକ୍ଷିତ ଲେଙ୍କା,ବୀଣାପାଣି ସିଂହ, ମନୋଜ ସାହୁ, ଆକାଶ ସ୍ୱାଇଁ, ଗଜେନ୍ଦ୍ର ନାଥ ନାୟକ, ବିଦ୍ୟାଧର ବେହେରା, ଯଯାତି କେଶରୀ ନାୟକ,ମଧୁମିତା ମହାପାତ୍ର,ଅନନ୍ତ ରାମ ପ୍ରଧାନ ସଭା ରେ ଉପସ୍ଥିତ ଥିଲେ l ଶେଷ ରେ ଅନଘ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version