ଓଡ଼ିଶା ତାଜା ନିୟୁଜ୍ (୪ ଜାନୁଆରୀ ମଙ୍ଗଳବାର ) କୁକୁଡାଖଣ୍ଡି :- ଜନ୍ମରୁ ଅକ୍ଷମ ବୋରିଗାଁର ୪ବର୍ଷ ବୟସର ଦୁଇ ଜାଆଁଳା ଶିଶୁ ଓମ ଏବଂ ସାଇ ଏବେ ଅଜଣା ରୋଗରେ ଦିନ ବିତାଉଛନ୍ତି l ସେମାନଙ୍କୁ ଯଥେଷ୍ଟ ଉତ୍ତମମାନର ଚିକିତ୍ସା ମିଳିପାରୁନଥିଲା ।ବର୍ତମାନ ସେମାନଙ୍କ ଦୁଃଖ ବ୍ଲକ ପ୍ରଶାସନ ପାଖରେ ପହଂଚିବାରୁ ପ୍ରଶାସନ ସହଯୋଗ ମିଳିଛି l ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ତତ୍ବାବଧାନରେ ଦୁଇ ଭାଇ ନିଜ ପରିବାର ସହ ଉତ୍ତମମାନର ଚିକିତ୍ସା ନିମନ୍ତେ ଦିଲ୍ଲୀ ଏମ୍ସ ଯାଇଛନ୍ତି । ସେଠାରେ ବ୍ଲକ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସୁବିଧା କରାଯାଇଛି । ଭୂବନେଶ୍ବରରୁ ସେମାନେ ଟ୍ରେନ ଯୋଗେ ଦିଲ୍ଲୀ ଯାତ୍ରା କରିଛନ୍ତି । ଦିଲ୍ଲୀ ଯାତ୍ରା ପୂର୍ବରୁ ଦୁଇ ଭାଇ ଙ୍କୁ ବ୍ଲକ କାଯ୍ୟାଳୟ ପରିସରରେ ବିଡିଓ ଗଦାଧର ପାତ୍ର,ବ୍ଲକ ଅଧକ୍ଷ ସେମାନଙ୍କୁ ସମ୍ବର୍ଦ୍ଧିନା କରିବା ସହ ସେମାନଙ୍କ ଆରୋଗ୍ୟ କାମନା କରିଥିଲେ । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
ଦିଲ୍ଲୀ ଏମସ ଗଲେ ଓମ,ସାଇ

Related Content
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ
by
Proprietor Abhimanyu Maharana
September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ
by
Proprietor Abhimanyu Maharana
September 10, 2026
ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର
by
Proprietor Abhimanyu Maharana
September 10, 2026
ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
September 10, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ
by
Proprietor Abhimanyu Maharana
September 10, 2026
ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ
by
Proprietor Abhimanyu Maharana
September 10, 2026