ରାୟଗଡ଼ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜୁନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଡିସେମ୍ବର ଗୁରୁବାର )ରାୟଗଡ଼ :-ରାୟଗଡ଼ ବିଜେପି ଜିରାଙ୍ଗମଣ୍ଡଳ ବୁଥପ୍ରଶିକ୍ଷଣ ଶିବିର ରାୟଗଡ଼ ବ୍ଲକ ଜିରାଙ୍ଗ ମଣ୍ଡଳର ଭାରତୀୟ ଜନତା ପାର୍ଟିପକ୍ଷରୁ ଜୁନ ସ୍ତରୀୟ ପ୍ରଶିକ୍ଷଣ ଶିବିର ବଡ଼ପୋତାର ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରତିବୁଥ ସ୍ତରରୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ମଣ୍ଡଳ ସଭାପତି ଗଙ୍ଗାଧର ଗୌଡ଼ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକଅଧକ୍ଷ ନବକିଶୋର ଶବର ଦୀପପ୍ରଜୁଳନକରି ଥିଲେ ଜିଲ୍ଲା ପରିଷଦସଭ୍ୟ ଜଗନ୍ନାଥ ଭୂୟାଁ, କାମଦେବ ବଡ଼ନାୟକ

ଏହିଶିବିରରେ ବିଜେପି ଦଳ ପକ୍ଷରୁ ଆଗାମୀ ଦିନରେ ଦଳକୁ ବୁଥ ସ୍ତରରୁ କିଭଳି ମଜଭୁତ କରାଯାଇ ପାରିବ ସେଥିପାଇଁ ଭାରତର ଲୋକ ପ୍ରିୟପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କୃଷକ ମାନଙ୍କ ପାଇଁ କେନ୍ଦ୍ର ସରକାର କୃଷିବିଲପରିତ ପରେ ବିରୋଧି ପକ୍ଷରୁ ଦିଲ୍ଲୀଠାରେ କୃଷକବିଲ କୁ ବିରୋଧ କରି ଧାରଣରେ ବସିଥିବା କୃଷକ ମାନଙ୍କ ଧାରଣାକୁ ଦୃଢ଼ ନିନ୍ଦା କରିବା ସହ ରାଜ୍ୟମନ୍ତ୍ରି ଅରୁଣ ସାହୁ ପରି ହତ୍ୟା କାଣ୍ଡ ରେ ସମ୍ପୃକ୍ତି ଥାଇ ମଧ୍ୟ ତଦନ୍ତ ମାଧ୍ୟମରେ ପରି ହତ୍ୟାକାଣ୍ଡ କୁ ଚାପିଦେବା ପାଇଁ ଏସବୁ ନାଟକ ମାଧ୍ୟମରେ ଓଡିଶା ବାସୀଙ୍କୁ ତୃତୀୟ ମହଲାର ଏସବୁ

ନାଟକ ବୋଲି ଅଭିଯୋଗ ହୋଇଥିଲା ! ପୂର୍ବତନ ସମିତି ସଭ୍ୟ ବିଜୟ କୁମାର ନାୟକ, ଗୌରାଙ୍ଗ ଗମାଙ୍ଗ, ମୋହନା ନିର୍ବାଚନ ମଣ୍ଡଳୀ ମିଡ଼ିଆ ସେଲପ୍ରମୁଖ ଦୁର୍ଗାପ୍ରସାଦ ସୁବୁଦ୍ଧି, ପୂର୍ବତନଜିଲ୍ଲା ପରିଷଦ ସଦସ୍ୟା ନନ୍ଦିନୀ ସାମଲ, ଜଗନ୍ନାଥ ଖଡ଼ଙ୍ଗାଲୁ ,ସରପଞ୍ଚ କୈଳାଶ ଚନ୍ଦ୍ର ଶବର ବାଲାଜୀ ଗମାଙ୍ଗ,ପୀତବାଷ ବେହରଦଳାଇ ପୁରୁଖାନେତା କୋରା ଶବର, ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l ବଡ଼ ପୁତାର ଗ୍ରାମର ସୋମନାଥ ଗମାଙ୍ଗ, ଜଗନ୍ନାଥ ଗମାଙ୍ଗ ସହଯୋଗ କରିଥିଲା l

Exit mobile version