ଦିନ ଦ୍ୱିପ୍ରହରରେ ଗାଡିରେ ଯାଉଛି ବାଲି ପ୍ରଶାସନ ନିରବଦେଷ୍ଟା

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ,ମଙ୍ଗଳବାର ) ରାୟଗଡ଼ :- ଗଜପତ ରାୟଗଡ଼ ମହେନ୍ଦ୍ର ତନୟା ନଦୀ ତୁଠ ରୁ ବାଲିଉଠାଣ କୁ ନେଇ ଗତ ଦୁଇମାଷ ହେଲାଣି ରାୟଗଡ଼ ଅଞ୍ଚଳରେ ପୋଲିସ ପକ୍ଷରୁ ବାଲି ଗାଡି ଧରପଗଡ଼ କରି ଦଶରୁ ଉର୍ଦ୍ଧ ଗାଡି ଜବତ ସହ ଡ୍ରାଇଭରଙ୍କୁ ଗିରିଫ କରି କୋର୍ଟ ଚଲାଣ କରିବାର ଦେଖିବାକୁ ମିଳିଥିଲା ଯାହା ଫଳରେ ରାୟଗଡ଼ ୨୧ ଗୋଟି ପଂଚାୟତ ମଧ୍ୟରେ କୋକୁଆଭୟ ଖେଳିଯାଇଥିଲା l କିଛି ଦିନ ନୀରବତା ପରେ କେତେକ ଗାଡି ମାଲିକ ନଦୀ ପଠାରୁ ଦିନଦିପ୍ରହରରେ ବାଲି ନେଉଥିବା ଦେଖିବାକୁ ମିଳୁଛି ଏପରିକି ଦିନ ଦ୍ୱିପ୍ରହରରେ ବାଲି ଚୋରାରେ ଚଲାଣ ହଉଥିବା ବେଳେ

ରାୟଗଡ଼ ପୋଲିସ କିଭଳି ଜାଣି ପାରୁନାହାନ୍ତି ବୋଲି ରାୟଗଡ଼ ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ହେଉଅଛି l ଶହ ଶହ ଟ୍ରକ୍ଟରଗାଡି ମାଲିକ ଦୀର୍ଘ ଦୁଇମାଷ ହେଲାଣି ଗାଡି ବାହାର ନକରି ଚପୁ ହୋଇ ବସି ଥିବାବେଳେ ରାୟଗଡ଼ରେ ବାଲି ଗାଡି କିଭଳି ଅନାସୟରେ ଚଳପ୍ରଚଳ କରୁଛି ବୋଲି ପ୍ରଶ୍ନ ଉଙ୍କି ମାରୁଛି l ତେବେ ବାଲି ଉଠାଣ ବନ୍ଧ ହୋଥିବା ବେଳେ କାହା ଆଦେଶରେ ବାଲି ଚାଳନ ହେଉଅଛି ତାହା ଦେଖୁବାକୁ ବକିରହିଲା ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ l                       (ଗଜପତି ରାୟଗଡ ସଞ୍ଜୀବ କୁମାର ପାଣି )                                                                                                                                                                                                               

Exit mobile version