ବାବା ଲୋକନାଥଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ,ମଙ୍ଗଳବାର )ଗଜପତି ରାୟଗଡ଼ :- ବ୍ଲକ କଇଁପୁରୁ ଗ୍ରାମଠାରେ ଆଜି ବାବା ଲୋକନାଥଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ଗ୍ରାମରେଥିବା ପାଠାଗାରର ସମସ୍ତ ସଭ୍ୟଙ୍କ ସହଯୋଗରେ ଏହି ଟୁର୍ନାମେଣ୍ଟ ଦୁଖା ନନ୍ଦ ଫକୀର ମୋହନ ବଡ଼ କୁମର ସ୍ୱା୍ମାରକୀ କ୍ରିକେଟ ଟୁର୍ନାମେଣ୍ଟରେ ଆଜିର ଫାଇନାଲ ମ୍ୟାଚ ଲଟିଗାଁ ସହ ଲାଣ୍ଡୁ ସାହି ସହ ମ୍ୟାଚ ହୋଇଥିଲା ପ୍ରଥମେ ଲଟିଗାଁ ଟିମ ବ୍ୟଟିଙ୍ଗ କରି ବାର ଓ଼ବେର ରେ 108 ରନ

କରିଥିଲେ ଏହାର ଜବାବରେ ଲଣ୍ଡୁ ସାହି ଦଳ 95 ରନରେ ଅଲ ଆଉଟୁ ହୋଇ ଯାଇଥିଲେ ! ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ତନୀୟ ସରପଞ୍ଚ ଶ୍ରୀ କୈଳାଶ ଚନ୍ଦ୍ର ଶବର , ସଂମାନନୀୟ ଅତିଥି ପୂର୍ବତନ ସମରିକ କର୍ମଚାରୀ କ୍ୟାପଟେନ ସୁବାଷ ଚନ୍ଦ୍ର ଦାସ ପୁରସ୍କାର ପ୍ରଦାନ କରିଥିଲେ l ମ୍ୟାନ ଅଫ ମ୍ୟାଚ ଅନିଲ କୁମାର , ମ୍ୟାନ ଅଫ ସିରିଜ ଅମୁଶ ପାଇଥିଲେ ପାଠାଗାର ସଭାପତି କୁଞ୍ଜ ବିହାର ବଡକୁମାର ସହଯୋଗ କରିଥିଲେ l (ଗଜପତି ରାୟଗଡ ସଞ୍ଜୀବ କୁମାର ପାଣି )

Exit mobile version