ରାଜନଗର : ବିଜେପି ଦଳର କର୍ମକର୍ତ୍ତା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରଣ ହୁଁଙ୍କାର 

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ୨୦୨୦,ମଙ୍ଗଳବାର ) ଭୁବନେଶ୍ୱର :- କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ବିଜେପି ଓ ରାଜ୍ୟ ବିଜେପି ଦଳର ପୂର୍ବ ନିଷ୍ପତି ଅନୁଯାୟୀ ରାଜ୍ୟରେ ସମସ୍ତ ବ୍ଲକ ଅଫିସ ରେ ପହଁଚି ବିଡ଼ିଓ ଙ୍କ ଉପସ୍ଥିତ ରେ ବର୍ଷ ବର୍ଷ ଧରି ଯେଉଁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ନାମରେ ନିଜ ର ଦଳର ଢାଞ୍ଚା ରେ ଯେପରି ଚଞ୍ଚକତା କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଥିବା ହିତାଧିକାରୀ ମାନଙ୍କ ବାସଗୃହ କାନ୍ଥ ରେ ଲୋଗୋ ବା ଷ୍ଟିକର ଲଗାଇ ନିଜ ଦଳର ଶାସନ କାଳରେ ସାଧାରଣ ଲୋକମାନଂକୁ ଭକୁଆ ବୁଲାଇବା ଏଥି ସହିତ କେନ୍ଦ୍ରସରକାରଙ୍କ ଅନୁଦାନକୁ ଅତି ଚତୁରତା କରିବା ଏବଂ ଏକ ଲିଫିଲେଟ ପ୍ରଚାର ପତ୍ର ଦ୍ୱାରା ଜରିଆରେ ସତ୍ୟ ପାଠ କରାଇ ନେବା ପାଇଁ ଶାସକଦଳର ଏହା ଏକପ୍ରକାର ରୀତି ମତ ଷଡ଼ଯନ୍ତ୍ର ବୋଲି ପୂର୍ବତନ ବିଧାୟକ ତଥା ବର୍ତମାନ ର ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସହିତ ରାଜନଗର ନିର୍ବାଚନ ମଣ୍ଡଳୀର ସଂଯୋଜକ ଡ଼ଃ ଅଲେଖ କୁମାର ଜେନା ଙ୍କ ସମେତ ବରିଷ୍ଟ ନେତା ଶ୍ରୀ ବିଜୟକୁମାର ବଳ,

30ଜୋନ ସଭାପତି ଶ୍ରୀ ଧୀରେନ ବିଶ୍ୱାଳ, 31ଜୋନ ସଭାପତି ଶ୍ରୀ ଦିଲ୍ଲୀପ କୁମାର ବିଶ୍ୱାଳ, 32ଜୋନ ସଭାପତି ଶ୍ରୀ ତପନ କୁମାର ମଣ୍ଡଳ, 32ଜୋନ ପ୍ରଭାରୀ ଶ୍ରୀ ଲୋକନାଥ ବିଶ୍ୱାଳ, କୈଳାସ ଚନ୍ଦ୍ର ପରିଡା, ଦିଲ୍ଲୀପ ପାତ୍ର, ପ୍ରଦୀପ ଦାସ, ଉମାକାନ୍ତ ସେଠୀ, ପବିତ୍ର ନାୟକ, ସୁବାସ ଚନ୍ଦ୍ର ରାଉତ, ଅର୍ଜୁନ ବିଶ୍ୱାଳ, ସୁଜିତ ମାଈତି, ଚଣ୍ଡିଆ ମହାରଣା ପ୍ରମୁଖ ରାଜ୍ୟ ସରକାରଙ୍କ ଅସାଧୁ ଓ କଳାକାରନାମା ଆଜି ଦାଣ୍ଡରେ ପଡି ହାଟରେ ଗଡୁଛି, ବୋଲି ଆଜି ରାଜ୍ୟରେ ନୟାଗଡ ର ଯଦୁପୁର ଗାଁ ର କୁନି ଝିଅ ପରି କୁ ଯେଉଁ ଭଳି ଭାବେ ହତ୍ୟା କରାଯାଇ ଅଙ୍ଗ ତସ୍କରି ନିଆଯାଇଛି, ତେବେ ସବୁଠୁ ବଡ଼ କଥା ରାଜ୍ୟରେ ଦୀର୍ଘ 21ବର୍ଷ ଶାସନ କାଳରେ 5335ଶିଶୁ ନିଖୋଜ ଅଛନ୍ତି, ଏହି ଅତି ସମ୍ବେଦନଶୀଳ ଘଟଣା ବିଷୟରେ ତୁହାକୁ ତୁହା ଗର୍ଜି ଉଠିଥିଲେ,

 

ରାଜନଗର ବିଜେପି ଦଳୀୟ କର୍ମୀମାନେ 2020ମସିହାରେ ପ୍ରଥମ ଥର ପାଇଁ ତାର ଶକ୍ତି ପ୍ରଦାନ କରି ଆଲୋଡନ ସୃଷ୍ଟି କରିଛି, ସାଧରଣ ନାନା ପ୍ରକାର ର ବାତାବରଣ ମଧ୍ୟରେ ଗୁଞ୍ଜରଣ ହେବାରେ ଲାଗିଲାଣି, ତେବେ ଆଜିରବିଜେପି ଦଳର ବିକ୍ଷୋଭ ବେଳେରାଜନଗର ବ୍ଲକ ବିଡ଼ିଓ ମନ୍ଦର ଧର ମହାଳିକ ଙ୍କ ସମେତ ଅତିରିକ୍ତ ବିଡ଼ିଓ ମଧ୍ୟ ବ୍ଲକ କାର୍ଯ୍ୟାଳୟ ରେ କେଉଁ କାରଣ ପାଇଁ ନ ଥିଲେ, ତେବେ ଘଟଣା ସ୍ଥଳରେ ବ୍ଲକ ଓ ତହସିଲ ଅଫିସ ଗୋଟିଏ କ୍ୟାମ୍ପସ ମଧ୍ୟରେ ଥିବାରୁ ବାଧ୍ୟ୍ୟ ହୋଇ ରାଜନଗର ତହସିଲଦାର ଶ୍ରୀଯୁକ୍ତ ଭୋଳା ନାଥ ସେଠୀ ଧାରଣା ସ୍ଥଳରେ ପହଂଚି ଲୋଗୋ ସମ୍ପର୍କରେ ସମସ୍ତ ଘଟଣା ବୁଝିଥିଲେ,ଓ ଉକ୍ତ ସମୟରେ ଲୋଗୋ କୁ ଚିରି ଫିଙ୍ଗି ଥିଲେ, ଦଳୀୟ ନେତା ମାନେ ଯାହା ପରବତୀ ସମୟରେ ବିଡ଼ିଓ ରାଜନଗର ଙ୍କୁ ଜଣାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ,ଅନ୍ୟ ଦିଗରେ ଏହି ଘଟଣା ବାସ ୨ ମିନିଟ ମଧ୍ୟରେ ତତ୍କ୍ଷଣ ବିଡ଼ିଓ ମନ୍ଦର ଧର ମହାଳିକି ଙ୍କୁ ଆମ ପ୍ରତିନିଧି ଙ୍କ ସମେତ ଅନେକ ଗଣମାଧ୍ୟମ ପହଁଚି ପଚାରିବାରୁ ସିଧା ସଳଖ ମନା କରିଥିଲେ କି ମୁଁ କିଛି ସୂଚନା ବା କୌଣସି ବିଷୟରେ ଗୋଟିଏ ହେଲେ କଥା କହିପାରିବିନାହିଁ, ଅତି ଗୁରୁତ୍ୱ ପୁର୍ଣ କଥାବିଡ଼ିଓ ବାବୁ ଙ୍କ କଣ୍ଟ 4ବର୍ଷ ହେବାକୁ ପୁରିବାକୁ ବସିଲାଣି,   (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି /ଅନିରୁଦ୍ଧ ସେଠୀ )

Exit mobile version