କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଖତ ଖାଉଛି ୧୦୮ ଆମ୍ବୁଲାନ୍ସ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ୨୦୨୦,ମଙ୍ଗଳବାର ) କେନ୍ଦ୍ରାପଡ଼ା :- କେନ୍ଦ୍ରାପଡ଼ା ଜିଲ୍ଲା ରେ ପ୍ରତ୍ୟେକ ବ୍ଲକ ଗୋଷ୍ଠୀସ୍ୱା ସ୍ଥ୍ୟ କେନ୍ଦ୍ର ରେ ବହୁଳ ମାତ୍ରାରେ 108ଆମ୍ବୁଲାନ୍ସ ରଘୋର ଅଭାବ ଦେଖିବାକୁ ମିଳିଛି ସତ କହିବାକୁ ଗଲେ ରାଜ୍ୟ ତଥା ବିଭିନ୍ନ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ରେ କେତେ ସଂଖ୍ୟା କ ସରକାରୀ ଆମ୍ବୁଲାନ୍ସ ବର୍ତମାନ ପରିପ୍ରେକ୍ଷୀରେ କେତେ ଦୂର ଚଳା ଚଳ କରୁଥିବା ସହିତ ଅନ୍ୟ ଦିଗରେ କେତେକାଂଶ ରେ ଅନେକ ସ୍ଥାନ ରେ ଦେଖିବାକୁ ମିଳୁଛି

108ଆମ୍ବୁଲାନ୍ସ ଗାଡି ମରାମତି ଅବହେଳା ଯୌଗୁଁ ଆଉ କାର୍ଯ୍ୟକାରୀ ହୋଇପାରୁନାହିଁ, ତେବେ ଏହି ସବୁ ଘଟଣା ପାଇଁ କାହାକୁ ଜନସାଧାରଣ ଦାୟୀ କରିବେ (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)

Exit mobile version