ଓଡ଼ିଶା ତାଜା ନ୍ୟୁଜ (୨୮ ଡିସେମ୍ବର ସୋମବାର )ମାହାଙ୍ଗା :- ଆଚାର୍ଯ୍ୟ ପ୍ୟାରୀ ମୋହନଙ୍କ ଶ୍ରାଦ୍ଧ ଉତ୍ସବ ଜନ୍ମପୀଠ କଟକ ଜିଲ୍ଲା ମହଙ୍ଗା ବ୍ଲକ ପଶୁଲୁଣ୍ଡା ପ୍ୟାରୀମୋହନ ବିଦ୍ୟନିକେତନ ପରିସର ରେ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ବ୍ଲକ ଅଧ୍ୟକ୍ଷ ଶରତ ନାୟକ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଅଭୟ ଚାରଣ ପଣ୍ଡା , ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ , ସମିତି ସଭ୍ୟା ଚାରୁଲତା ନିହାଣ , ଶିକ୍ଷକ ପ୍ରଭଞ୍ଜନ ସାହୁ , ଅରୁନ୍ଧତୀ
