ଇଣ୍ଡିଆନ୍ ଅଏଲ ଓ ଘାନାର ଏନ୍‌ପିଏ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି 2020 :-

1.ଏଲପିଜି କ୍ଷେତ୍ରକୁ ମଜବୁତ୍ କରିବା ଏମଓୟୁର ଉଦ୍ଦେଶ୍ୟ : ଧର୍ମେନ୍ଦ୍ର
2.ଘାନାର ରାଷ୍ଟ୍ରୀୟ ଏଲପିଜି ପ୍ରମୋସୋନ ପଲିସିର କାର୍ଯ୍ୟନ୍ୱୟନରେ ସହଯୋଗ କରିବ ଭାରତ
3.ଘାନାର ଡାଉନଷ୍ଟ୍ରିମ ପେଟ୍ରୋଲିୟମ କ୍ଷେତ୍ରରେ ଇଣ୍ଡିଆନ ଅଏଲକୁ ପ୍ରଶାସନିକ ସହାୟତା ପ୍ରଦାନ କରାଯିବ
4.ପ୍ରଧାନମବୀ ଉଜ୍ଜଳା ଯୋଜନାରେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ସ୍ୱଚ୍ଛ ଉର୍ଜା ପ୍ରଦାନ କରିବା ଦିଗରେ ଏହି ଏମଓୟୁ ଏକ ପ୍ରତୀକ

Exit mobile version