ରାୟଗଡ ଅଞ୍ଚଳରେ ପ୍ରବୋଳ ଜାଡ ଥଣ୍ଡା ଅନୁଭୂତି

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଡିସେମ୍ବର ଶନିବାର ) ରାୟଗଡ଼ :- ରାୟଗଡ଼ ଗଜପତି ବଣ ଜଙ୍ଗଲ ଘେରା ମଧ୍ୟରେ ଅବସ୍ତିତ ରାୟଗଡବ୍ଳକ ମହେନ୍ଦ୍ରାଞ୍ଚଳ ,ଦେବଗିରିଞ୍ଚଳ ବନ ବିଭାଗ ଅବସ୍ଥିତି ଉଚ୍ଚତମ ପର୍ବତ କହିଲେ ମହେନ୍ଦ୍ରଗିରି ଓ ଦେବଗିରି ପର୍ବତକୁ ବୁଝାଏ l ଗଙ୍ଗାବାଡ଼,କେରାଣ୍ଡି, ଅଙ୍ଗାରସିଙ୍ଗି, କଇଁପୁରୁ , ଡମ୍ବାଳ ,ପୁତାର ,ଲୋବା ,ଜିରାଙ୍ଗ, ଆଖପାଖ ପଂଚାୟତ ଗୁଡିକରେ ପ୍ରବଳ ଜାଡ ଥଣ୍ଡାଶୀତ ହେଉଥିବା ଦେଖିବାକୁ ମିଳୁଛି ଲୋକେ ଦିନ ସାରା ଖରା ରେ ରହୁଥିବା ବେଳେ ସନ୍ଧ୍ୟା ହୋଇଗଲେ ଗାଁମଝିରେ କାଠଗଣ୍ଡି ପକାଇ ନିଆଁଲଗାଇ ରୁଣ୍ଡ ହୋଇ ବାସୁଥିବାଦୃଶ୍ୟ ଦେଖିବାକୁ ମିଳେ l ଅଞ୍ଚଳର ବୟ ଜଷ୍ଟବ୍ୟକ୍ତି କହିବାରେ ବୋହୁ ବର୍ଷ ପରେ ଏମିତି ଥଣ୍ଡା ହେଉଥିବା ଜଣା ପଡୁଛି l (ରିପୋର୍ଟ  ସଞ୍ଜୀବ କୁମାର ପାଣି )

Exit mobile version