ନୟାଗଡ ଜିଲ୍ଲା ଯୁବ କଂଗ୍ରେସ ନୂତନ କାର୍ଯ୍ୟକାରୀ ସଭାପତିଙ୍କୁ ସ୍ୱାଗତ

ଓଡ଼ିଶା ତାଜା ନ୍ୟୁଜ (୨୫ ଡିସେମ୍ବର ଶୁକ୍ରବାର )ରଣପୁର :- ନୟାଗଡ ଜିଲ୍ଲା ଯୁବ କଂଗ୍ରେସ ନୂତନ କାର୍ଯ୍ୟକାରୀ ସଭାତି ଭାବରେ ନୟାଗଡ ଜିଲ୍ଲାର ଯୁବ ନେତା ତଥା ରଣପୁର କଲେଜ ଛାତ୍ର ସଂସଦ, ପୂର୍ବତନ ସଭାପତି ତଥା ରାଷ୍ଟ୍ରିୟ ମଜଦୁର କଂଗ୍ରେସ, ଯୁବ ଶାଖା ନୟାଗଡ ଜିଲ୍ଲା କାର୍ଯ୍ୟକାରୀ ସଭାପତି ମୀର୍ ଅବୁବକର ସିଦ୍ଧକ୍ ଙ୍କୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡଃ ସ୍ମୁତି ରଞ୍ଜନ ଲେଙ୍କା ନୂତନ ଭାବରେ ନୟାଗଡ ଜିଲ୍ଲା ଯୁବ କଂଗ୍ରେସ ର୍କ୍ୟାକାରୀ ସଭାପତି ଭାବରେ ମନୋନୀତ କରିଛନ୍ତି । ତେଣୁ ଅଲ୍ ଇଣ୍ଡିଆ ଯୁବ କଂଗ୍ରେସ ସଭାପତି ଶ୍ରୀ ନିବାସ ବି.ଭି ଓ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡଃ ସ୍ମୁତି ରଞ୍ଜନ ଲେଙ୍କା ଏବଂ ଯୁବ କଂଗ୍ରେସ ରାଜ୍ୟ ପ୍ରଭାରୀ ପ୍ରତିଭା ରଘୁବଂଶୀ, ସାଂଦକ ରିୟାଜ ଅନସାରୀ, ରାଷ୍ଟ୍ରିୟ ମଜଦୁର କଂଗ୍ରେସ

ସଭାତି ତଥା ପୂର୍ବତନ ସାଂସଦ ଡଃ ରାମଚନ୍ଦ୍ର ଖୁଂଟିଆ ଏବଂ ରାଜ୍ୟ ରାଷ୍ଟ୍ରିୟ ମଜଦୁର କଂଗ୍ରେସ ଯୁବ ସଭାପତି ସତ୍ୟବ୍ରତ ନାୟକ ଏବଂ ନୟାଗଡ ଓ ରଣପୁର ଅଚଂଳର ଛାତ୍ର ସଭାପତି ଅକ୍ଷୟ ମଲ୍ଲ , ପୂର୍ଣ୍ଣଚନ୍ଦ୍ର ନାୟକ, ବିମଳ କୁମାର ଦାସ, ମନୋଜ ସାହୁ ଏବଂ ବାର ଆସୋସିଏସନ ସାଂଦକ ତଥା ପୂର୍ବତନ କାଉନସିଲର ସତ୍ୟରଞ୍ଜନ ମତା, ଆଇନଜୀବୀ ଉମେଶ ସାହୁ, ଅଳ୍ଲୀ ବାବୁ, ପ୍ରକାଶ ଚନ୍ଦ୍ର ନାୟକ, ନୟାଗଡ ଜିଲ୍ଲା କିଷାନ ସେଲ ସଭାପତି ଧ୍ରୁବ ଚରଣ ପରିଡା, ବାଦଲ ପ୍ରଧାନ, ରାଷ୍ଟ୍ରିୟ ମଜଦୁର କଂଗ୍ରେସ ଜିଲ୍ଲା କୋଷାଧ୍ୟକ୍ଷ ବିଭୂତି କୁମାର ଜେନା ପ୍ରମୁଖ ମୀର୍ ଅବୁବକର ସିଦ୍ଧକ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । “ଆଗାମୀ ଦିନରେ ନୟାଗଡ ଜିଲ୍ଲାର ଛାତ୍ର , ଯୁବକ, ମହିଳା,ବୃଦ୍ଧ ଓ ନୟାଗଡ ବାସୀଙ୍କ ସ୍ୱାର୍ଥ ନିମନ୍ତେ ବର୍ତମାନର ସରକାର ଏବଂ ବିରୋଧି‌ଙ୍କୁ ଉଚିତ୍ ଜବାବ ଦିଆଯିବ ବୋଲି ଶ୍ରୀ ସିଦ୍ଦକ ତାଙ୍କ ବିବୃତିରେ କହିଛନ୍ତି ।”

Exit mobile version