ବରୀ ବ୍ଲକ ବିଜେଡି ଓ ବିଜେପିଦଳ ମଧ୍ୟରେ ତୁମୁଳ ଗୋଷ୍ଠୀସଂଘର୍ଷ

ଓଡ଼ିଶା ତାଜା ନ୍ୟୁଜ (୨୩ ଡିସେମ୍ବର ବୁଧବାର)ବରୀ :- ଯାଜପୁର ଜିଲ୍ଲା ର ବରୀବ୍ଲକ ଉନ୍ନୟନ ମୂଳକ ପାଇଁ ପଂଚାୟତ ସମିତି କାର୍ଯ୍ୟାଳୟ ରେ ବୈଠକ ଥିଲା, ତେବେ କିଛି ବରୀ ବ୍ଲକ ର ଉର୍ନତି ମୂଳକ ବିଷୟ ଉପରେ ଉଭୟ ଦଳ ମଧ୍ୟରେ କଥା କଟାକଟି କୁ ନେଇ ଧୀରେ ଧୀରେ ଆରମ୍ଭ ହୋଇ ଉଗ୍ର ରୂପ ଧାରଣ କରି ବିଜେଡି ଓ ବିଜେପି ମଧ୍ୟରେ ମାର ପିଟି ହୋଇ ଗାଡି ଗୁଡିକୁ ଭଙ୍ଗା ହୋଇଥିଲା, ଘଟଣା ସମ୍ପର୍କ ରେ ବରୀ ରାମଚନ୍ଦ୍ର ପୁର ପୋଲିସ ଖବର ପାଇବା ପରେ ଗଣ୍ଡଗୋଳ କାରୀଙ୍କୁ ଘଉଡ଼ାଇ ବାକୁ ଚେଷ୍ଟା କରିଥିଲେ,

ଅନ୍ୟ ପଟେ ଦେଖିବାକୁ ଗଲେ ସ୍ଥାନୀୟ ଅଞ୍ଚଳରେ କାଳେ ପୁଣି ଉତେଜନା ହେବାକୁ ଆଖି  ରଖି ପୋଲିସ ଫୋର୍ସ ରେ ପୁରା ଛାଉଁଣରହିଛି ବୋଲି ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଏବେ ବି ଲାଗି ଯିବ ବୋଲୀ ଯାହା ଖବର ଅନୁଯାଇ ସୂଚନା ମିଳିଛି, ମୋଟ ଉଭୟ ଦଳଙ୍କ ମଧ୍ୟରେ ମାର ପିଟି ସଂଘର୍ଷ ହୋଇଥିଲେ, ବି ଫଳରେ ବର୍ତମାନ ସୁଧା କୌଣସି ଦଳ ପକ୍ଷରୁ ଥାନାରେ ଏତଲା କପି ଦିଆଯାଇ ନାହଁ ବୋଲି ଜଣାପଡିଛି,(କେନ୍ଦ୍ରାପଡ଼ା ଜିଲ୍ଲା /ପ୍ରତିନିଧି ଅନିରୁଦ୍ଧ ସେଠୀ)

Exit mobile version