Home ଅପରାଧ ।। ଭିଜିଲାନ୍ସ ଚଢଉ ରେ କୋଟିପତି କିରାଣୀ ଙ୍କ ବେଆଇନ ସମ୍ପତି ର ପର୍ଦାଫାସ୍ ।। by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୨୨ ଡିସେମ୍ବର ମଙ୍ଗଳବାର )ଭୁବନେଶ୍ୱର :- କିରାଣୀ ଙ୍କ ଠାରୁ ବେଆଇନ ସମ୍ପତି ଠୁଳ ମାମଲା ରେ ଗିରଫ କରାଯାଇଛି । ପୁନଃଶ୍ଚ ଭିଜିଲାନ୍ସ ଟିମ ଦ୍ୱାରା ଏକ କିରାଣୀ ଙ୍କ ବିପୁଳ ଆୟ ବର୍ହିଭୁତ ସମ୍ପତି ଠାବ ହୋଈଛି । ସୂଚନାନୁସାରେ ପୂର୍ତ୍ତ ବିଭାଗ ର ଡିଭିଜନ-1 ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ର ଅସିତ କୁମାର ନାୟକ ଙ୍କ ଠାରୁ ୫ କୋଟି ରୁ ଅଧିକା ଟଙ୍କା ର ସମ୍ପତି ଠାବ କରିଛନ୍ତି ଭିଜିଲାନ୍ସ ବିଭାଗ । ଅସିତ ଙ୍କ ଘର ଓ ଅଫିସ୍ ସମେତ ଏକକାଳୀନ ୫ ଟି ଜାଗାରେ ଚଢଉ କରିଛନ୍ତି ଭୁବନେଶ୍ୱର ର ଭିଜିଲାନ୍ସ ଡିଭିଜନ ନଗଦ ଅଧିକାରୀ ନଗଦ ୧୦ ଲକ୍ଷ କ୍ୟାସ୍ , ୨ କୋଟି ୭୮ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଜମା ତଥା ୩୫୦ ଗ୍ରାମ ର ସୁନା ଗହଣା । ଜଟଣି , ବ୍ରହ୍ମପୁର , ଭୁବନେଶ୍ୱର ଫ୍ଲାଟ ଓ ପ୍ଲଟ କୁ ଠାବ କରି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରି ଗିରଫ କରାଯାଇଛି । Categories: ଅପରାଧ, ଓଡ଼ିଶା, ହୋମ୍ Related Content ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ର ସମାବେଶ : ଏକତା ଓ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ଵାରୋପ by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 KHURDA ROAD DIVISION CONDUCTED CLOSING CEREMONY OF HINDI PAKHWADA -2026 AND 151st DIVISIONAL OFFICIAL LANGUAGE IMPLEMENTATION COMMITTEE MEETING by Proprietor Abhimanyu Maharana September 24, 2026 ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍, ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ ହେଲା ଘାଟି ରାସ୍ତା by Proprietor Abhimanyu Maharana September 24, 2026