କୃଷି ମହୋତ୍ସବର ୨ୟ ସନ୍ଧ୍ୟା – ଭୁବନେଶ୍ୱର

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା ୨୧/୦୧ /୨୦୨୦ :- କୃଷି ମହୋତ୍ସବର ୨ୟ ସନ୍ଧ୍ୟା ରେ ହଠାତ କୃଷି ମନ୍ତ୍ରୀ ଅରୁଣ ସାହୁ ବିଭିନ୍ନ ଷ୍ଟଲ ରେ ବୁଲି ବୁଲି କୃଷି ଜାତୀୟ ପଦାର୍ଥ ଦେଖିବା ସହ

ବିଭିନ୍ନ ଷ୍ଟଲ କର୍ମକର୍ତାଙ୍କ ସହିତ ଆଲୋଚନା କରିଥିଲେ ଏବଂ ଏହି ସମୟରେ ଯୁବକ ମାନେ ମନ୍ତ୍ରୀ ଙ୍କୁ ନିଜ ପାଖରେ ପାଇ ଫୋଟୋ ଉଠେଇବାର ସୁଯୋଗକୁ ହାତଛଡା କରିନଥିଲେ।

ଆସନ୍ତାକାଲି କୃଷି ଓଡିଶା ର ତୃତୀୟ ଦିବସ ରେ ବ୍ୟାଂକର୍ସ ମିଟ ସକାଳ ୧୦ ଟାରୁ ମଧ୍ୟାହ୍ନ ୦୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Exit mobile version