ଆଦିବାସୀ ମାନେ ହିନ୍ଦୁ ନୁହନ୍ତି ବୋଲି କିଛି ଖୋଳ ପ୍ରକୁତି ବ୍ୟକ୍ତି ପ୍ରଚାର କରୁଛନ୍ତି ସେହି ମାନେ ଜାଣି ରଖିବା ଦରକାର ରାମାୟଣ ପୁରାଣ କେବଳ ବନବାସୀ ଶବର ସମ୍ପ୍ରଦାୟକୁ ନେଇଅନେକ ଉଦାହରଣ ରହିଛି !
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଡିସେମ୍ବର ଶୁକ୍ରବାର ) ରାୟଗଡ ଗଜପତି :- ରାୟଗଡ ବ୍ଲକ ନିକଟ ଜିରାଙ୍ଗ ରଘୁନାଥପୁରୁ ଗୁଦୁଗୁଡା ଠାରେ ଆଜି ରାଷ୍ଟ୍ରୀୟ ସ୍ୱଂୟ ସେବକ,ବିଶ୍ୱହିନ୍ଦୁ ପରିଷଦ,ବନବାସୀ କଲ୍ୟାଣ ସମିତି,ବିଜେପି, ଆଖ ପାଖ ଅଞ୍ଚଳରୁ ଆସିଥିବା ବିଭିନ୍ନ ସଂଗଠନର କାର୍ୟ୍ଯକର୍ତ୍ତା ଭାଇ ମାନଂକୁ ନେଇ ଆଜିର ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟତ ପୁଣ୍ୟ ମହେନ୍ଦ୍ରଗିରିର ସୁରକ୍ଷା ପାଇଁ,ମହେନ୍ଦ୍ରଗ୍ରୀରି ଅଧୀନରେ ଆସୁଥିବା ସମସ୍ତ ଗ୍ରାମପଂଚାୟତ ଗ୍ରାମକୁନେଇ ବିଭିନ୍ନ ଜାତିପନ୍ଥୀ ସମ୍ପ୍ରଦାୟର ହିନ୍ଦୁ ସମାଜକୁ ଏକତ୍ରିତ କରିବାପାଇଁ ଏକ ଖସଡ଼ା କରାଯାଇଥିଲା ପ୍ରତି ପଂଚାୟତ ମଧ୍ୟରେ କାର୍ଯ୍ୟକର୍ତ୍ତା ମାନଂକୁ ଦାୟୀତ୍ୱ ଦିଆ ଯାଇଥିଲା !
